ବୋମା ଫିଙ୍ଗି ଲୁଟି ନେଲେ ଲକ୍ଷେ ଟଙ୍କା

ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ଆଜି ନୟାଗଡ଼ରେ ଦିନ ଦ୍ୱି’ପହରରେ ବୋମା ପକାଇ ଲୁଟ୍‌ ହୋଇଛି। ଏଲ୍‌ ଆଣ୍ଡ୍‌ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ନରସିଂହପୁରରୁ ଏକ ଭ୍ୟାନ୍‌ରେ ୧ ଲକ୍ଷ ୬୨ ହଜାର ଟଙ୍କା ଧରି ନାୟାଗଡ଼ ଆନ୍ଧ୍ର ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ଖଣ୍ଡପଡ଼ା-ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟରେ ଦୁଇଟି ପଲ୍‌ସରରେ ୪ରୁ ୫ ଜଣ ଯୁବକ ଆସି ଗାଡ଼ି ଉପରକୁ ବୋମା ଫିଙ୍ଗିଥିଲେ। ଏହାପରେ ଦୁର୍ବୃତ୍ତମାନେ ଗାଡ଼ିରେ ଥିବା ସମସ୍ତ ଟଙ୍କା ଲୁଟି ନେଇ ଯାଇଥିଲେ। ବୋମା […]

unknown-assailants-hurl-bomb-and-loot-cash-from-a-van

Manoranjan Sial
  • Published: Tuesday, 12 February 2019
  • Updated: 12 February 2019, 05:14 PM IST

Sports

Latest News

ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ଆଜି ନୟାଗଡ଼ରେ ଦିନ ଦ୍ୱି’ପହରରେ ବୋମା ପକାଇ ଲୁଟ୍‌ ହୋଇଛି। ଏଲ୍‌ ଆଣ୍ଡ୍‌ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ନରସିଂହପୁରରୁ ଏକ ଭ୍ୟାନ୍‌ରେ ୧ ଲକ୍ଷ ୬୨ ହଜାର ଟଙ୍କା ଧରି ନାୟାଗଡ଼ ଆନ୍ଧ୍ର ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ଖଣ୍ଡପଡ଼ା-ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟରେ ଦୁଇଟି ପଲ୍‌ସରରେ ୪ରୁ ୫ ଜଣ ଯୁବକ ଆସି ଗାଡ଼ି ଉପରକୁ ବୋମା ଫିଙ୍ଗିଥିଲେ। ଏହାପରେ ଦୁର୍ବୃତ୍ତମାନେ ଗାଡ଼ିରେ ଥିବା ସମସ୍ତ ଟଙ୍କା ଲୁଟି ନେଇ ଯାଇଥିଲେ। ବୋମା ମାଡ଼ରେ ଗାଡ଼ିରେ ଥିବା ଗନ୍‌ମ୍ୟାନ୍‌ ଆହତ ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story