ଅନୁଭବଙ୍କୁ ହତ୍ୟା ଧମକ

କଟକ (ଓଡ଼ିଶା ରିପୋର୍ଟର): ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଛି ହତ୍ୟା ଧମକ। ଜଣେ ଅଜଣା ବ୍ୟକ୍ତି ହ୍ୱାଟ୍ସଆପ୍‌ରେ ମେସେଜ୍ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଛି ଓ ଟଙ୍କା ନ ଦେଲେ ହତ୍ୟା କରିବ ବୋଲି କହିଛି। ଏ ନେଇ ଅନୁଭବ ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଅନୁଭବ ମହାନ୍ତି ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା […]

anuvaba

Jitendra Garnayak
  • Published: Tuesday, 30 April 2019
  • , Updated: 30 April 2019, 04:03 PM IST

କଟକ (ଓଡ଼ିଶା ରିପୋର୍ଟର): ଅଭିନେତା ତଥା ବିଜେଡିର ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଛି ହତ୍ୟା ଧମକ। ଜଣେ ଅଜଣା ବ୍ୟକ୍ତି ହ୍ୱାଟ୍ସଆପ୍‌ରେ ମେସେଜ୍ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଛି ଓ ଟଙ୍କା ନ ଦେଲେ ହତ୍ୟା କରିବ ବୋଲି କହିଛି।

ଏ ନେଇ ଅନୁଭବ ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଅନୁଭବ ମହାନ୍ତି ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏପ୍ରିଲ୍ ୨୯ ତାରିଖରେ ତାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇସାରିଛି।

Related story