ଶ୍ରମିକଙ୍କ ମୃତ୍ୟୁକୁ ନେଇ ନାଲ୍‌କୋରେ ଉତ୍ତେଜନା

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ସ୍ଥିତ ନାଲ୍‌କୋ ସ୍ମେଲଟର୍‌ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ ଆଜି ଏଠାରେ ଉତ୍ତେଜନା ପ୍ରକାଶ ପାଇଛି। ଠିକା ଶ୍ରମିକମାନେ ମୃତଦେହକୁ କମ୍ପାନୀର ପ୍ରଶାସନିକ କୋଠା ସମ୍ମୁଖରେ ରଖିଥିବା ବେଳେ ସ୍ମେଲ୍‌ଟର ପ୍ଲାଣ୍ଟ୍ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହିତ ଜଣଙ୍କୁ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି। ଶ୍ରମିକଙ୍କ ଆନ୍ଦୋଳନ ଯୋଗୁ ପ୍ଲାଣ୍ଟ ଭିତରକୁ କାହାରିକୁ ଛଡ଼ା […]

angul

angul

Jyoshna Pradhan
  • Published: Friday, 02 August 2019
  • Updated: 02 August 2019, 10:00 AM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ସ୍ଥିତ ନାଲ୍‌କୋ ସ୍ମେଲଟର୍‌ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ ଆଜି ଏଠାରେ ଉତ୍ତେଜନା ପ୍ରକାଶ ପାଇଛି। ଠିକା ଶ୍ରମିକମାନେ ମୃତଦେହକୁ କମ୍ପାନୀର ପ୍ରଶାସନିକ କୋଠା ସମ୍ମୁଖରେ ରଖିଥିବା ବେଳେ ସ୍ମେଲ୍‌ଟର ପ୍ଲାଣ୍ଟ୍ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହିତ ଜଣଙ୍କୁ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି।

ଶ୍ରମିକଙ୍କ ଆନ୍ଦୋଳନ ଯୋଗୁ ପ୍ଲାଣ୍ଟ ଭିତରକୁ କାହାରିକୁ ଛଡ଼ା ଯାଉନାହିଁ। ଆନ୍ଦୋଳନକାରୀଙ୍କ ସହିତ ନାଲକୋର ବରିଷ୍ଠ ଅଧିକାରୀମାନେ ଆଲୋଚନା କରୁଛନ୍ତି।

ଗତ ୨୩ ତାରିଖରେ ନାଲକୋ ସ୍ମେଲଟର ପ୍ଲାଣ୍ଟର କାଷ୍ଟ୍‌ ହାଉସ୍‌- ବି’ର ଇଲେକ୍ଟ୍ରିକାଲ୍‌ ଡିପାର୍ଟମେଣ୍ଟରେ ଦୁର୍ଘଟଣା ଘଟିଥିଲା। ଏଥିରେ ମିଥୁନ ନାଥ, ବିଶ୍ୱେଶ୍ୱର ସାମଲ, ରଜନୀକାନ୍ତ ପରିଡ଼ା ଓ ରିଙ୍କିନା ସାହୁ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ନାଲକୋ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମିଥୁନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ନାଲ୍‌କୋ ପକ୍ଷରୁ ଏୟାର ଆମ୍ୱୁଲାନ୍ସ ଯୋଗେ ତାଙ୍କୁ ନୂଆଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ତାଙ୍କ ମୃତଦେହ ଅନୁଗୋଳରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story