ଆଜି ଭୁବନେଶ୍ୱରରେ ଡବଲ୍‌ ସେଞ୍ଚୁରୀ ମାରିଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୬ କ୍ୱାରେଣ୍ଟାଇନ୍‌ରୁ ଓ ୮୪ ଲୋକାଲ କଣ୍ଟାକ୍ଟ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଅନ୍ୟ ପକ୍ଷରେ ଆଜି 123 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।


ଆଜି ବିଏମ୍‌ସି ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଭିତରୁ ନୟାପଲ୍ଲୀ ଗୋବିନ୍ଦନଗର ବସ୍ତିରୁ ୧୫, ଚନ୍ଦ୍ରଶେଖରପୁରରୁ ୮, ରିଜର୍ଭ ପୁଲିସ କଲୋନିରୁ ୭, ଦୂରଦର୍ଶନ କଲୋନିରୁ ୫, ମଞ୍ଚେଶ୍ୱର ଷ୍ଟେସନ ନିକଟରୁ ୫, ଡୁମୁଡୁମା ରଘୁନାଥ ନଗରରୁ ୪, ରସୁଲଗଡ଼ ଜିଜିପି କଲୋନିରୁ ୪, ବଡ଼ଗଡ଼ ବ୍ରିଟ କଲୋନିରୁ ୬, ଗଜପତି ନଗରରୁ ୪, ବାଣୀବିହାର ପଥରବନ୍ଧରୁ ୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୫୭୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬୯୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୯୮୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ଗର୍ଭବତୀଙ୍କ ଯତ୍ନ ନେଇ ଏମିତି କହିଲେ ଡାକ୍ତର

ଭୁବନେଶ୍ୱରରୁ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୪୪ ଲୋକାଲ୍‌ କେସ

‘ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକ୍‌ରୁ ତଳକୁ ଖସିଲାଣି’

ସଂସଦ ଢାଞ୍ଚାରେ ବସିବ ବିଧାନସଭା ଅଧିବେଶନ, ବିଧାୟକଙ୍କ ସିଟ୍ ସାମ୍ନାରେ ଲାଗିଛି କାଚ

ଘରୁ ମିଳିଲା ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ବିଜୟରୁ ଆଇପିଏଲ୍ ଆରମ୍ଭ କଲା ବିରାଟଙ୍କ ଆରସିବି

କଭି ଖୁସି କଭି ଗମ୍ ହେଉଛି ‘ବିଜେଡି-ବିଜେପି’ ରାଜନୀତି: ନିରଞ୍ଜନ

ଗୃହମନ୍ତ୍ରୀଙ୍କ ସହଯୋଗୀଙ୍କ ବିରୋଧରେ ଏତଲା ଦେଲେ ବିଜେଡି ସଭାନେତ୍ରୀ

ନୀଳାଚଳ ପରିଡ଼ାଙ୍କୁ ଜର୍ସି ଉତ୍ସର୍ଗ କଲେ କ୍ରିସ୍ ମୋରିସ୍

ଆରୋଗ୍ୟ ହେଲେ ୩୭୦୪ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହାଣିଲେ

ଭୁବନେଶ୍ୱରରୁ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୮୩ ଲୋକାଲ୍‌ କେସ