ଓଡ଼ିଆ କେବେ ହେବ ଓଡ଼ିଶା ସରକାରଙ୍କ ଭାଷା?

ଓଡ଼ିଶାରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ। ଏଥିପାଇଁ ପ୍ରାୟ ୭ ଦଶନ୍ଧି ଧରି  ପ୍ରତିଦାବ ଓ ପ୍ରକିୟା ଜାରି ରହିଛି। ଓଡିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଉତ୍କଳ ସମ୍ମିଳନୀର ପ୍ରଚେଷ୍ଟାରେ ୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶରେ ମାନ୍ୟତା ପାଇଲା ଓଡ଼ିଶା।  ୧୯୫୪ରେ ପ୍ରଣୀତ ହେଲା ଓଡ଼ିଶା ଭାଷା ଆଇନ୍। କିନ୍ତୁ ଆଇନର ନିୟମ ପ୍ରଣୟନ ନହେବାରୁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ୧୯୬୩ରେ ତତ୍କାଳୀନ ସରକାର ବିଧାନସଭାରେ ଓଡ଼ିଆ ସହ ଇଂରାଜୀ ଭାଷାର ବ୍ୟବହାର କରି ହେବ ବୋଲି […]

odia

odia

Ordigital Desk
  • Published: Friday, 01 April 2022
  • Updated: 01 April 2022, 02:37 PM IST

Sports

Latest News

ଓଡ଼ିଶାରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ। ଏଥିପାଇଁ ପ୍ରାୟ ୭ ଦଶନ୍ଧି ଧରି  ପ୍ରତିଦାବ ଓ ପ୍ରକିୟା ଜାରି ରହିଛି। ଓଡିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଉତ୍କଳ ସମ୍ମିଳନୀର ପ୍ରଚେଷ୍ଟାରେ ୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶରେ ମାନ୍ୟତା ପାଇଲା ଓଡ଼ିଶା।  ୧୯୫୪ରେ ପ୍ରଣୀତ ହେଲା ଓଡ଼ିଶା ଭାଷା ଆଇନ୍। କିନ୍ତୁ ଆଇନର ନିୟମ ପ୍ରଣୟନ ନହେବାରୁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ୧୯୬୩ରେ ତତ୍କାଳୀନ ସରକାର ବିଧାନସଭାରେ ଓଡ଼ିଆ ସହ ଇଂରାଜୀ ଭାଷାର ବ୍ୟବହାର କରି ହେବ ବୋଲି ଆଇନରେ ସଂଶୋଧନ କରିଦେଲେ। ତେଣୁ ସରକାରୀ ବାବୁମାନେ ଓଡ଼ିଆ ବଦଳରେ ଇଂରାଜୀକୁ ସରକାରୀ ଭାଷା ଭାବେ ଗ୍ରହଣ କରିନେଲେ।

୧୯୯୫ରେ ତତ୍କାଳୀନ କଂଗ୍ରେସ ସରକାର ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବା ନେଇ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଇନରେ ସଂଶୋଧନ ନ ହେବାରୁ ଦୀର୍ଘ ୧୪ ବର୍ଷ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ସ୍ଥାଣୁ ହୋଇ ରହିଲା। ୩୦ ଅକ୍ଟୋବର ୨୦୦୯ରେ ପୂର୍ବ ନିର୍ଦ୍ଦେଶନାମାକୁ ସଂପୂର୍ଣ୍ଣ ସଫଳ କରିବାକୁ ଯତ୍ନବାନ୍ ହେବା ଲାଗି ତତ୍କାଳୀନ ସରକାର ସମସ୍ତ ବିଭାଗକୁ ଚିଠି ଲେଖିଲେ। ତଥାପି ସରକାରୀ ସ୍ତରରେ ଆଗେଇ ପାରିଲା ନାହିଁ ଓଡ଼ିଆ ଭାଷା। ସେପଟେ ଓଡ଼ିଆ ଭାଷାରେ ନ୍ୟାୟିକ ବ୍ୟବସ୍ଥା ଚାଲିବା ନେଇ ହାଇକୋର୍ଟ ପର୍ଯ୍ୟନ୍ତ ସ୍ୱର ଉଠାଇଥିବା ବଲାଙ୍ଗୀରର ବିପ୍ଲବୀ କବି ଗଜାନନ ମିଶ୍ର ୨୦୧୫ ଜୁଲାଇ ପହିଲାରୁ ଭୁବନେଶ୍ୱରରେ ଅନଶନ ଆରମ୍ଭ କଲେ। ୨୨ଟି ସଂଗଠନକୁ ନେଇ ଗଠିତ “ଓଡ଼ିଆ ଭାଷା ସଂଗ୍ରାମ ସମିତି” ବ୍ୟାନରରେ ଏହି ଅନଶନ ତୀବ୍ର ରୂପ ନେଲା। ବାଧ୍ୟ ହୋଇ ୮ ଜୁଲାଇ ୨୦୧୫ରେ ରାଜ୍ୟ ସରକାର ଭାଷା ଆଇନ୍ ପ୍ରଣୟନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କଲେ। ହେଲେ ଏ ନେଇ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ। ଅପରପକ୍ଷେ ୧୭ ଡିସେମ୍ବର ୨୦୧୫ରେ ରାଜ୍ୟରେ ପ୍ରଥମ “ଓଡ଼ିଆ ମୁକ୍ତ  ବିଶ୍ୱବିଦ୍ୟାଳୟ” ପ୍ରତିଷ୍ଠା କରିବା ନେଇ ରାଜ୍ୟ ସରକାର ଘୋଷଣା କଲେ।  ଯାହାର ଭିତ୍ତିପ୍ରସ୍ତର ୨୦୧୮ ଡିସେମ୍ବରରେ ସତ୍ୟବାଦୀଠାରେ ପଡ଼ିଲା। ଏପରିକି ସମସ୍ତ ସରକାରୀ ଓ ବ୍ୟବସାୟିକ ପ୍ରତିଷ୍ଠାନର ବିଜ୍ଞାପନ ଓ ନାମ ଫଳକ ଓଡ଼ିଆ ଭାଷାରେ ଲେଖା ଯିବା ନେଇ ମଧ୍ୟ ନିର୍ଦ୍ଦେଶ ଦେଲେ ସରକାର। କିନ୍ତୁ ୧୯୫୪ ଭାଷା ଆଇନରେ ପରିବର୍ତ୍ତନ ହେଲା ନାହିଁ କି ଦଣ୍ଡ ବିଧାନର ପ୍ରାବଧାନ ରହିଲା ନାହିଁ। ତେଣୁ ୨୦୧୬  ଓଡ଼ିଆ ନବ ବର୍ଷ ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହୁଏ ଭାଷା ଆନ୍ଦୋଳନ। ପ୍ରତିଦିନ ୧୪୪ ଧାରା ଲାଗିଥିବା ବିଧାନସଭା ସମ୍ମୁଖରୁ ରାଜଭବନ ପର୍ଯ୍ୟନ୍ତ କଳା ପତାକା ପ୍ରଦର୍ଶନ କରି ପ୍ରତିଷ୍ଠାନର ୪ ଜଣ ସଦସ୍ୟ ପଦଯାତ୍ରା କରନ୍ତି। ଏହାର ଚାପରେ ୨୦୧୬ ମେ ୨୧ରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା ନେଇ ଘୋଷଣା କଲେ। ୨୦୧୬ ଅଗଷ୍ଟ ୧୫ରୁ ଏହା ଲାଗୁ କରାଯିବ ବୋଲି କହିଲେ।

[caption id="attachment_724334" align="aligncenter" width="650"]odia ସଚିବାଳୟ ସମ୍ମୁଖରେ ଭାଷା ଆନ୍ନ ପ୍ରଣୟନ ପାଇଁ କଳା ପତାକା ଦେଖାଇ ପ୍ରଦର୍ଶନ ।[/caption]

୧୯୫୪ ଓଡିଆ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିୟମ ପ୍ରଣୟନ କରି ପାରିବେ ବୋଲି  ୨୩ ମେ ୨୦୧୬ରେ ରାଜ୍ୟପାଳ ଏସ. ସି. ଜମିର ଅନୁମତି ଦେଲେ। ୧୨ ଅଗଷ୍ଟ ୨୦୧୬ରେ ପ୍ରଣୀତ ହେଲା ଓଡ଼ିଶା କାର୍ଯ୍ୟାଳୟ ଭାଷା ନିୟମାବାଳୀ, ୨୦୧୬। କିନ୍ତୁ ଆଇନ ଉଲଙ୍ଘନକାରୀଙ୍କ ଉପରେ ଦଣ୍ଡ ବିଧାନର କୌଣସି ନିୟାମାବଳୀ ନଥିବାରୁ କଳା ପତାକା ଅଭିଯାନ ୧୬ ଅଗଷ୍ଟ ପରଠାରୁ ଜାରି ରହିଲା। ନିୟମ ପ୍ରଣୟନର ଏକ ବର୍ଷ ମଧ୍ୟରେ ବି ଏ ନେଇ ଗୋଟିଏ ବି ହେଲେ ବୈଠକ ହେଲା ନାହିଁ। ୨୦୧୭ ଡିସେମ୍ବର ୨୬ରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଛାଡ଼ି ପୁରୀରେ “ଭାଷା କ୍ୟାବିନେଟ୍“ ଡାକିଲେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗକୁ ପୃଥକ କରି “ଓଡ଼ିଶା ଭାଷା,ସାହିତ୍ୟ ଏବଂ ସଂସ୍କୃତି ବିଭାଗ” ନାମରେ ନାମିତ ପାଇଁ  ନିଷ୍ପତ୍ତି  ନେଲେ ସରକାର। ଏପରିକି ଓଡ଼ିଶାର ସଂସ୍କୃତି, ଐତିହ୍ୟ, ଭାଷା ଓ ସାହିତ୍ୟର ସଂରକ୍ଷଣ ଲାଗି “ଐତିହ୍ୟ କ୍ୟାବିନେଟ୍“ ଗଠନ କରାଗଲା। ୨୦୧୮ ମାର୍ଚ୍ଚ ୧୪ରେ ଓଡ଼ିଶା କାର୍ଯ୍ୟାଳୟ ଭାଷା (ସଂଶୋଧନ) ଆଇନ୍ ପ୍ରଣୟନ ପାଇଁ ମନ୍ତ୍ରୀ ସ୍ତରୀୟ ନିଷ୍ପତ୍ତି ହୁଏ ଏବଂ ମେ ୧ରେ ବିଧାନଭାରେ ଏ ନେଇ ବିଲ୍ ପାରିତ ହୁଏ। ଯେଉଁ ସରକାରୀ ଅଧିକାରୀ ଓ ବିଭାଗ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବେ ତାଙ୍କୁ ପୁରସ୍କୃତ ଓ ବାରମ୍ବାର ଖିଲାପକାରୀଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପଦକ୍ଷପ ନେଇ ପାରିବେ ବୋଲି ନିୟମ ରହିଲା। ଏପରକି ଓଡ଼ିଶା ସପ୍ ଆଣ୍ଡ କମରସିଆଲ ଆକ୍ଟ ୧୯୫୬କୁ ସଂଶୋଧନ କରି ନାମଫଳକ ଓଡିଆରେ ଲେଖିବା ବାଧ୍ୟତାମୂଳକ କରାଗଲା। ନିୟମ ଖିଲାପକାରୀ ବ୍ୟବସାୟିକ ଅନୁଷ୍ଠାନ ଉପରେ ୧ ହଜାରରୁ ନେଇ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବା ନେଇ ବ୍ୟବସ୍ଥା ରହିଲା।

ଏହା ମଧ୍ୟରେ ୪ ବର୍ଷ ହେବାକୁ ବସିଲାଣି। କାହାରି ଉପରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। କାରଣ ବିଜ୍ଞପ୍ତିରେ ରହିଥିବା ତ୍ରୁଟୀ। ଏହି ତ୍ରୁଟୀ ଯୋଗୁଁ ଭାଷା ଆଇନ କାର୍ଯ୍ୟକାରୀ ହେଉନାହିଁ ବା ହେଇପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଭାଷା ଆନ୍ଦୋଳନର କାଯ୍ୟକର୍ତ୍ତା। ସରକାରୀ ବିଜ୍ଞପ୍ତିରେ ତ୍ରୁଟୀ ଓ ମନ୍ଦ ଉଦ୍ଦେଶ୍ୟ ନିହିତ ଥିବା ଅଭିଯୋଗ କରି କଳାପତାକା ଅଭିଯାନ ଜାରି ରଖିଛି ଭାଷା ଆନ୍ଦୋଳନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story