ହ୍ୱାଟସ୍‌ ଆପ୍‌ରେ ବରପାତ୍ରର ଫଟୋ ଦେଖି ଜୀବନ ହାରିଲେ କନ୍ୟା

ଆଗ୍ରା: କଥାରେ ଅଛି ଯେତେ ଭାଇ ସେତେ ଘର ଆଉ ଯେତେ ଝିଅ ସେତେ ବର। ଘରେ ଝିଅ ଥିଲେ ଅନେକ ବିବାହ ପ୍ରସ୍ତାବ ଆସିଥାଏ। ପୁଅ-ଝିଅ ଆଉ ପରିବାରର ମନ ମିଳିଲେ ବାହାଘର ହୁଏ। ଏମିତି ଯୋଡା ହୁଏ ସଂସାର। ଏବେ ସମୟ ବଦଳିଲାଣି। ପୁଅକୁ ଝିଅ ଆଉ ଝିଅକୁ ପୁଅ ଦେଖିଲେ ବାହାଘର ଠିକ୍‌ ହେଉଛି। ମନ ନ ମିଶିଲେ ହେଲା ନ ହେଲେ ନାଇଁ। ହେଲେ ପୁଅ ପସନ୍ଦ ନ ହେଲେ ଝିଅ […]

suicide_1511614375

suicide_1511614375

Rakesh Mallick
  • Published: Sunday, 26 November 2017
  • Updated: 30 November 2017, 09:49 AM IST

Sports

Latest News

ଆଗ୍ରା: କଥାରେ ଅଛି ଯେତେ ଭାଇ ସେତେ ଘର ଆଉ ଯେତେ ଝିଅ ସେତେ ବର। ଘରେ ଝିଅ ଥିଲେ ଅନେକ ବିବାହ ପ୍ରସ୍ତାବ ଆସିଥାଏ। ପୁଅ-ଝିଅ ଆଉ ପରିବାରର ମନ ମିଳିଲେ ବାହାଘର ହୁଏ। ଏମିତି ଯୋଡା ହୁଏ ସଂସାର। ଏବେ ସମୟ ବଦଳିଲାଣି। ପୁଅକୁ ଝିଅ ଆଉ ଝିଅକୁ ପୁଅ ଦେଖିଲେ ବାହାଘର ଠିକ୍‌ ହେଉଛି। ମନ ନ ମିଶିଲେ ହେଲା ନ ହେଲେ ନାଇଁ। ହେଲେ ପୁଅ ପସନ୍ଦ ନ ହେଲେ ଝିଅ ଅଞ୍ଜଳି ଏମିତି କିଛି କରି ବସିବ ସେ କଥା ଜାଣି ନ ଥିଲେ ପିଣ୍ଟୁ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଅଞ୍ଜଳି ଏମିତି କଣ କଲେ କି?

ଆଗ୍ରାର ଜୋତା କାରିଗର ପିଣ୍ଟୁଙ୍କର ୩ ଝିଅ । ସେମାନଙ୍କ ମଧ୍ୟରୁ ୨ ଜଣ ଛୋଟ । ଦୁହେଁ ସ୍କୁଲ ଯିବା ବୟସର। ବଡ ଝିଅ ଅଞ୍ଜଳି ହାଇସ୍କୁଲ ପଠାପଢା ଛାଡି ଘରେ ଥିଲେ। ସୁନ୍ଦର ହୋଇଥିବରୁ ବାହାଘର ପ୍ରସ୍ତାବ ଆସୁଥିଲା। ନିକଟରେ ଏମତି ଏକ ପ୍ରସ୍ତାବ ଆସିଥିଲା। ବରପାତ୍ର ଜଣକ କଳା ଥିଲେ ବୋଲି ଜାଣିବାକୁ ପାଇଥିଲେ ଅଞ୍ଜଳି। ଫଳରେ ଏଠି ବାହା ହେବାକୁ ସେ ଅମଙ୍ଗ ହେଉଥିଲେ। ଶେଷରେ ପରିବାର ଲୋକଙ୍କ ବାରମ୍ବାର ଅନୁରୋଧ ଥିଲା କି ଥରୁଟିଏ ସେ ସେଇ ପୁଅର ଫଟୋ ଦେଖି ନିଅନ୍ତୁ।

ଶନିବାର ବରପାତ୍ରର ଫଟୋ ଦେଖିଥିଲେ ଅଞ୍ଜଳି। ଆଉ ତା ପରେ ତାଙ୍କ ମନ ମରିଯାଇଥିଲା। ଛାତ ଉପରେ ଲୁଗା ଶୁଖାଇବାକୁ ଯାଇ ସେଇ ଲୁଗାରେ ନିଜ ବେକରେ ରଶି ଲଗାଇ ଦେଇଥିଲେ। ବାପା, ମା’ କିଛି ବୁଝିବା ଅଗାରୁ ସବୁ ସରିଯାଇଥିଲା ।

ପୋଲସ ଘଟଣା ସମ୍ପର୍କରେ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି କହିଛି ପୋଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story