ଦୁନିଆ ଦେଖିଲା ଭର୍ଚୁଆଲ ବାହାଘର: ପୁଅ ଓଡ଼ିଶାର, ଝିଅ ନାଗପୁରର

ଝାରସୁଗୁଡ଼ା(ଭାଗିରଥୀ ବେହେରା): ପରମ୍ପରା ମୁତାବକ ବିବାହ ପାଇଁ ବର କନ୍ୟା ସାଙ୍ଗକୁ ଉଭୟ ପରିବାର ଓ ସମାଜର ଗୁରୁଜନମାନେ ଉପସ୍ଥିତ ରୁହନ୍ତି । ହେଲେ ଝାରସୁଗୁଡା ଜିଲାରେ ଏକ ଅଭିନବ ବିବାହ ଦେଖିବାକୁ ମିଳିଛି । ଯେଉଁଥିରେ ବର ଝାରସୁଗୁଡାରେ ଥିବା ବେଳେ କନ୍ୟା ତାଙ୍କ ଠାରୁ ହଜାରେ କିମି ଦୂରରେ । କିନ୍ତୁ ସମସ୍ତ ବିବାହ କାର୍ଯ୍ୟ ପରମ୍ପରା ମୁତାବକ ସମ୍ପନ୍ନ ହୋଇଥିଲା । ଏହା ଶୁଣିବାକୁ ବିଶ୍ୱାସ ହେଉନ ଥିଲେ ମଧ୍ୟ ସତ। କରୋନା […]

890-1

890-1

Tapas Behera
  • Published: Tuesday, 28 July 2020
  • Updated: 28 July 2020, 10:07 PM IST

Sports

Latest News

ଝାରସୁଗୁଡ଼ା(ଭାଗିରଥୀ ବେହେରା): ପରମ୍ପରା ମୁତାବକ ବିବାହ ପାଇଁ ବର କନ୍ୟା ସାଙ୍ଗକୁ ଉଭୟ ପରିବାର ଓ ସମାଜର ଗୁରୁଜନମାନେ ଉପସ୍ଥିତ ରୁହନ୍ତି । ହେଲେ ଝାରସୁଗୁଡା ଜିଲାରେ ଏକ ଅଭିନବ ବିବାହ ଦେଖିବାକୁ ମିଳିଛି । ଯେଉଁଥିରେ ବର ଝାରସୁଗୁଡାରେ ଥିବା ବେଳେ କନ୍ୟା ତାଙ୍କ ଠାରୁ ହଜାରେ କିମି ଦୂରରେ । କିନ୍ତୁ ସମସ୍ତ ବିବାହ କାର୍ଯ୍ୟ ପରମ୍ପରା ମୁତାବକ ସମ୍ପନ୍ନ ହୋଇଥିଲା । ଏହା ଶୁଣିବାକୁ ବିଶ୍ୱାସ ହେଉନ ଥିଲେ ମଧ୍ୟ ସତ।

କରୋନା ଯୋଗୁଁ ହୋଇଥିବା ଲକ ଡାଉନ ପାଇଁ ଲୋକେ କୌଣସି ସ୍ଥାନକୁ ଯିବା ଆସିବା କରିପାରୁନାହାନ୍ତି । ଏଭଳି ସମୟରେ ଝାରସୁଗୁଡାର ମେହେନ୍ଦି ରେଜା (୩୪) ନାଗପୁରର କାମ୍ପତି ଅଞ୍ଚଳର ତାହିରା ବାନୋ (୨୮)ଙ୍କ ସହ ଗତ ୨୨ ତାରିଖରେ ବିବାହ ସମ୍ପନ୍ନ ହୋଇଛି। ମେହେନ୍ଦି ପେଶାରେ ଜଣେ ଓକିଲ ।

ସମସ୍ତ ବିବାହ କାର୍ଯ୍ୟ ପରମ୍ପରା ମୁତାବକ ହୋଇଥିବା ବେଳେ ଉଭୟ ବରକନ୍ୟା କିନ୍ତୁ ଗୋଟାଏ ଜାଗାରେ ନଥିଲେ । ଉଭୟଙ୍କ ମଧ୍ୟରେ ହଜାରେରୁ ଊର୍ଦ୍ଧ୍ୱ କିମି ଦୂରତା ଥିବାରୁ ପୂର୍ବରୁ ବିବାହ ତାରିଖ ଓ ସମୟ ଧାର୍ଯ୍ୟ ହୋଇସାରିଥିଲା । ଏଣୁ ଉଭୟ ପରିବାରର ସହମତିରେ ଭିଡିଓ କଲ ଯୋଗେ ସେମାନଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story