କରୋନା ମାଡ଼, ରାଜଧାନୀରୁ ସରି ଆସିଲାଣି ପନିପରିବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ରୁ ଅଧିକ ରାଜଧାନୀ ଭୁବନେଶ୍ୱରରୁ ହିଁ ଚି଼ହ୍ନଟ ହୋଇଛନ୍ତି। ଏଥିପାଇଁ ବିଏମସି ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲକ୍‌ଡାଉନ୍‌ ଯୋଗୁଁ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି। ଅଧିକାଂଶ ବ୍ୟବସାୟ ବନ୍ଦ। ଅନେକ ଅଞ୍ଚଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବି ମିଳୁନି। ଏପରି ଘଡିସନ୍ଧି ମୁହୂର୍ତ୍ତରେ ରାଜଧାନୀବାସୀଙ୍କ ଚାହିଦା ମେଣ୍ଟାଇବାକୁ ମହଜୁଦ ନାହିଁ ଆବଶ୍ୟକ ମୁତାବକ କଞ୍ଚା […]

bbsr00

bbsr00

Tapaswini Nayak
  • Published: Tuesday, 07 April 2020
  • Updated: 07 April 2020, 12:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ରୁ ଅଧିକ ରାଜଧାନୀ ଭୁବନେଶ୍ୱରରୁ ହିଁ ଚି଼ହ୍ନଟ ହୋଇଛନ୍ତି। ଏଥିପାଇଁ ବିଏମସି ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲକ୍‌ଡାଉନ୍‌ ଯୋଗୁଁ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି। ଅଧିକାଂଶ ବ୍ୟବସାୟ ବନ୍ଦ। ଅନେକ ଅଞ୍ଚଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବି ମିଳୁନି।

ଏପରି ଘଡିସନ୍ଧି ମୁହୂର୍ତ୍ତରେ ରାଜଧାନୀବାସୀଙ୍କ ଚାହିଦା ମେଣ୍ଟାଇବାକୁ ମହଜୁଦ ନାହିଁ ଆବଶ୍ୟକ ମୁତାବକ କଞ୍ଚା ପରିବା। ଏହି ସୂଚନା ଦେଇଛନ୍ତି ଖୋଦ ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ୱାଇଁ।

ସେ କହିଛନ୍ତି ,“ସଟ୍‌ ଡାଉନ ଯୋଗୁ ବାହାର ରାଜ୍ୟରୁ ଆସୁଥିବା ପନିପରିବା ରାସ୍ତାରେ ରହି ପଚିସଢ଼ି ଗଲା। ବାହାର ରାଜ୍ୟର ବ୍ୟବସାୟୀ ମଧ୍ୟ ଆଉ ପରିବା ପଠାଇବାକୁ ରାଜି ହେଉ ନାହାନ୍ତି। ଦୁଇ ଦିନ ହେବ ଆବଶ୍ୟକ ମୁତାବକ କଞ୍ଚା ପରିବା ନାହିଁ। ରାଜ୍ୟରେ ଉତ୍ପାଦନ ହେଉଥିବା ପରିବା ମଧ୍ୟ ଆବଶ୍ୟକତା ପୂରଣ କରିବାରେ ସମର୍ଥ ନୁହେଁ।”

ସେ ଆହୁରି କହିଛନ୍ତି, ‘‘ଏକ ନମ୍ବର ହାଟ ଉପରେ ପୂରା ଭୁବନେଶ୍ୱର ନିର୍ଭରଶୀଳ ଥିଲା। ହେଲେ ଆଜି ଏହି ହାଟକୁ ସରକାର ୬୮ ଭାଗ କରିଦେଲେ। ବ୍ୟବସାୟ କରିବାକୁ ସୁବିଧା ହେଉନାହିଁ। ରାଜ୍ୟରେ ମହାମାରୀ ବ୍ୟାପିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ।”

ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story