ଭିଜିଲାନ୍ସ ଜାଲରେ ବିଡିସିସି ବ୍ୟାଙ୍କ୍ ମ୍ୟାନେଜର

ବଲାଙ୍ଗୀର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ବିଡିସିସି ବ୍ୟାଙ୍କ୍ ମ୍ୟାନେଜରଙ୍କ ଘରେ ଶନିବାର ଭିଜିଲାନ୍ସ ଚଢ଼ାଉ କରିଛି। ମ୍ୟାନେଜର ଚକ୍ରଧର ପ୍ରଧାନଙ୍କ ସହରର ଚନ୍ଦ୍ରଶେଖର ନଗର ଥିବା ବାସଗୃହ ସମେତ ଦେବଗଡ, ବରଗଡ ଓ ସମ୍ୱଲପୁର ଠାରେ ଥିବା ନିଜର ଓ ସମ୍ପର୍କୀୟଙ୍କ ଘରେ ଏକାବେଳେ ଚଡାଉ ହୋଇଥିଲା। ଏହିସବୁ ସ୍ଥାନରୁ ନଗଦ ଟଙ୍କା, ସୁନା ଅଳଙ୍କାର ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସିଜ୍ କରିଛି ବରଗଡ ଭିଜିଲାନ୍ସ ଡି ଏସ୍ ପି ରବିନାରାୟଣ ପାତ୍ର କହିଛନ୍ତି।

balangir viz raid

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 09:39 AM IST

Related story