ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଅଧିକାରୀ ଓ ମେଡିକାଲ କିରାଣୀ

ବଲାଙ୍ଗିର/ଭବାନୀପାଟଣା(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଥାନା ଅଧିକାରୀ ଓ ମେଡିକାଲ ସହକାରୀ କିରାଣୀ। ଆଜି ବଲାଙ୍ଗୀର ଓ କଳାହାଣ୍ଡିରେ ଏହି ଦୁଇଟି ଘଟଣା ଘଟିଛି। ସୂଚନା ମୁତାବକ, ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ। ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁମୁଣ୍ଡି ଗାଁର ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ ଭାବଗ୍ରାହୀ ସାହୁଙ୍କ ଏକ […]

vigilance

vigilance

Niranjan Mishra
  • Published: Wednesday, 24 August 2022
  • Updated: 24 August 2022, 09:37 PM IST

Sports

Latest News

ବଲାଙ୍ଗିର/ଭବାନୀପାଟଣା(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଥାନା ଅଧିକାରୀ ଓ ମେଡିକାଲ ସହକାରୀ କିରାଣୀ। ଆଜି ବଲାଙ୍ଗୀର ଓ କଳାହାଣ୍ଡିରେ ଏହି ଦୁଇଟି ଘଟଣା ଘଟିଛି।

ସୂଚନା ମୁତାବକ, ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ। ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ସେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁମୁଣ୍ଡି ଗାଁର ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ ଭାବଗ୍ରାହୀ ସାହୁଙ୍କ ଏକ ମଦ ବୋଝେଇ ଗାଡିକୁ ଜବତ କରିଥିଲେ। ମଦ ବୋଝେଇ ଗାଡ଼ିକୁ ଛାଡିବା ପାଇଁ ସେ ଭାବଗ୍ରାହୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭାବଗ୍ରାହୀ ବରଗଡ଼ ଭିଜିଲାନସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଆଜି ବରଗଡ଼ ଓ ସମ୍ୱଲପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ ପୂର୍ବ ଯୋଜନା ମୁତାବକ ଲୋଇସିଂହା ଥାନାରେ ଚଢ଼ାଉ କରି ଲାଂଚ ନେଉଥିବା ସମୟରେ ଥାନା ଅଧିକାରୀଙ୍କୁ କାବୁ କରିଥିଲେ।

ପରେ ବଲାଙ୍ଗିର ଟାଉନ ଥାନା ନିକଟରେ ଥିବା ଆଇ.ଆଇ.ସିଙ୍କ ସରକାରୀ ଘର ଓ ଅନ୍ୟ ସ୍ଥାନରେ ଭିଜିଲିନାସ ଟିମ ଚଢ଼ାଉ କରି ତାଙ୍କ ସମ୍ପତ୍ତି ସମ୍ପର୍କରେ ଅଧିକ ତଥ୍ୟ ପ୍ରମାଣ ଏକାଠି କରୁଛି।

ସେହିପରି ଆଜି କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରର ସରକାରୀ ମେଡିକାଲର ସହକାରୀ କିରାଣୀ ଦିବ୍ୟଜ୍ୟୋତି ମିଶ୍ର ଲାଞ୍ଚ ନେଇ ଧରାପଡ଼ିଛନ୍ତି। ସେ ସ୍ଥାନୀୟ ୫ ଜଣ ଲୋକଙ୍କୁ ସମ୍ପର୍କିୟଙ୍କ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ୧୮ହାଜର ଲାଞ୍ଚ ମାଗିଥିଲେ। ଆଜି ସେ ୯ହାଜର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏଥିପୂର୍ବରୁ କୋରାପୁଟ ଭିଜିଲାନ୍ସ ବିଭାଗରେ ଏହି କିରାଣୀଙ୍କ ନାମରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଆସୁଥିଲା।

ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଜିଲ୍ଲା କାର୍ଯ୍ୟାଳୟକୁ ଆଣି ବିଭାଗୀୟ ଅଧିକାରୀମାନେ ଅଧିକ ତଦନ୍ତ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story