ଭିଜିଲାନ୍ସ ଜାଲରେ କୋଇଡା ବନରକ୍ଷୀ

Ordigital Desk
  • Published: Wednesday, 14 March 2018
  • , Updated: 14 March 2018, 09:44 AM IST
<p>ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜର ବନରକ୍ଷୀ ମନରଂଜନ ମହାନ୍ତି ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଏସ୍&zwnj;ପିଙ୍କ ନିର୍ଦ୍ଦେଶରେ ମନରଂଜନଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢଉ ଚାଲିଛି। ପୂର୍ବରୁ ମନରଂଜନ ସୋଲ ରେଂଜରେ କାମ କରୁଥିଲେ।</p>

Related story