ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ଉପକୃଷି ଅଧିକାରୀ

Ordigital Desk
  • Published: Wednesday, 15 November 2017
  • , Updated: 15 November 2017, 07:33 AM IST
<p>ଭବାନୀପାଟଣା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଗୋଲାମୁଣ୍ଡା ଉପକୃଷି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ନାଁ ନିହାର ନାୟକ। ତାଙ୍କ ଅଫିସରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଖବର ଲେଖାଯିବା ସୁଦ୍ଧା ତାଙ୍କ ସମ୍ପତ୍ତିର ଆକଳନ କରାଯାଇ ନାହିଁ।</p>

Related story