ଏ ଅଙ୍ଗନୱାଡି କର୍ମୀ ବି କରିଛନ୍ତି ଚଳୁ! ଆଜି ପଶିଛି ଭିଜିଲାନ୍ସ

ପଟ୍ଟାମୁଣ୍ଡାଇ: କେନ୍ଦ୍ରପଡ଼ା ଜିଲ୍ଲା ବଳଭଦ୍ରପୁରର ଅଙ୍ଗନୱାଡି କର୍ମୀ ଶୈଳେନ୍ଦ୍ରୀ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବଳଭଦ୍ରପୁର ଘର, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ ଚାଲିଛିା ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଚଢାଉ କରୁଛନ୍ତି। ତେବେ ତାଙ୍କ ସମ୍ପତ୍ତିର ପ୍ରକୃତ ଆକଳନ କରାଯାଇ ପାରିନାହିଁ।

vigilance

Rakesh Mallick
  • Published: Saturday, 27 May 2017
  • , Updated: 27 May 2017, 08:49 AM IST

ପଟ୍ଟାମୁଣ୍ଡାଇ: କେନ୍ଦ୍ରପଡ଼ା ଜିଲ୍ଲା ବଳଭଦ୍ରପୁରର ଅଙ୍ଗନୱାଡି କର୍ମୀ ଶୈଳେନ୍ଦ୍ରୀ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବଳଭଦ୍ରପୁର ଘର, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ ଚାଲିଛିା

ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଚଢାଉ କରୁଛନ୍ତି। ତେବେ ତାଙ୍କ ସମ୍ପତ୍ତିର ପ୍ରକୃତ ଆକଳନ କରାଯାଇ ପାରିନାହିଁ।

Related story