ପୁଅ ବାହାଘର ପୂର୍ବରୁ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ (ତପନ ସ୍ୱାଇଁ): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭଯୋଗରେ ଭଦ୍ରକ-ବାଲେଶ୍ୱରର କୋ-ଅପରେଟିଭ୍ ବ୍ୟାଙ୍କର ଜୋନାଲ ମ୍ୟାନେଜର ଅଜିତ କୁମାର ହୋତାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଅଜିତଙ୍କ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ବାସଭବନ ସମେତ ଚାରଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ଭିଜିଲାନ୍ସର ୪ଟି ଟିମ୍‌ ଏହି ଚଢ଼ାଉ କରିଛି। ଚଢ଼ାଉ ସମୟରେ ତାଙ୍କର ଭଦ୍ରକ ଉପକଣ୍ଠ ନଳାଙ୍ଗ ବାସଭବନରୁ ନଗଦ ଦୁଇ ଲକ୍ଷ ଟଙ୍କା ମିଳିଥିବା ଜଣାପଡ଼ିଛି। […]

561

561

Jitendra Garnayak
  • Published: Tuesday, 12 February 2019
  • Updated: 12 February 2019, 11:40 AM IST

Sports

Latest News

ଭଦ୍ରକ (ତପନ ସ୍ୱାଇଁ): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭଯୋଗରେ ଭଦ୍ରକ-ବାଲେଶ୍ୱରର କୋ-ଅପରେଟିଭ୍ ବ୍ୟାଙ୍କର ଜୋନାଲ ମ୍ୟାନେଜର ଅଜିତ କୁମାର ହୋତାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ଅଜିତଙ୍କ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ବାସଭବନ ସମେତ ଚାରଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ଭିଜିଲାନ୍ସର ୪ଟି ଟିମ୍‌ ଏହି ଚଢ଼ାଉ କରିଛି।

ଚଢ଼ାଉ ସମୟରେ ତାଙ୍କର ଭଦ୍ରକ ଉପକଣ୍ଠ ନଳାଙ୍ଗ ବାସଭବନରୁ ନଗଦ ଦୁଇ ଲକ୍ଷ ଟଙ୍କା ମିଳିଥିବା ଜଣାପଡ଼ିଛି। ଚଳିତ ମାସ ୨୨ତାରିଖରେ ତାଙ୍କ ପୁଅର ବାହାଘର ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story