ବାବୁଙ୍କ ଘର ଓ ଅଫିସରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ ଆଶୁତୋଷ ସାମଲ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଶୁତୋଷଙ୍କ ଘରେ ଚଢ଼ାଉ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ କାର୍ଯ୍ୟରତ ଆଶୁତୋଷଙ୍କ ବଡ଼ଚଣା, ଭଣ୍ଡାରିପୋଖରୀ ଓ ଭୁବନେଶ୍ୱର ଘର ସହ ଅଫିସ୍‌ରେ ଚଢାଉ ହୋଇଛି।  ଯାଞ୍ଚ ବେଳେ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ପତ୍ନୀଙ୍କ ନାଁରେ ୧ କୋଟି ଟଙ୍କା ମୂଲ୍ୟର ଏକ ଫ୍ଲାଟ୍ ଓ ଏକ ପ୍ଲଟ ରହିଥିବା ଜଣାପଡିଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ […]

vigilance raid in oas officers office and house

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 06:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ ଆଶୁତୋଷ ସାମଲ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଶୁତୋଷଙ୍କ ଘରେ ଚଢ଼ାଉ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ କାର୍ଯ୍ୟରତ ଆଶୁତୋଷଙ୍କ ବଡ଼ଚଣା, ଭଣ୍ଡାରିପୋଖରୀ ଓ ଭୁବନେଶ୍ୱର ଘର ସହ ଅଫିସ୍‌ରେ ଚଢାଉ ହୋଇଛି।  ଯାଞ୍ଚ ବେଳେ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ପତ୍ନୀଙ୍କ ନାଁରେ ୧ କୋଟି ଟଙ୍କା ମୂଲ୍ୟର ଏକ ଫ୍ଲାଟ୍ ଓ ଏକ ପ୍ଲଟ ରହିଥିବା ଜଣାପଡିଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ। ସେପଟେ ଏହି ଚଢାଉକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଏଏସ୍ ଆଶୁତୋଷ ସାମଲ। କୁଚକ୍ରିମାନେ ମୋ ବିରୋଧରେ ଚକ୍ରାନ୍ତ କରିଥିବା କହିଛନ୍ତି।

Related story