ଭିଜିଲାନ୍ସ ଜାଲରେ ଡାକ୍ତର: ଘର ଓ ଅଫିସ୍‌ ସହିତ ୧୨ଟି ସ୍ଥାନରେ ରେଡ୍‌

କଟକ/କେନ୍ଦ୍ରାପଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସ୍‌ସିବିର ହେମାଟୋଲୋଜି ବିଭାଗ ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି।  ରବୀନ୍ଦ୍ରଙ୍କ ଅଫିସ ସମେତ ୧୨ ଟି ସ୍ଥାନରେ ରେଡ୍ କରାଯାଇଛି।  କଟକର ସରକାରୀ ଘର, ମହାନଦୀ ବିହାର ଘର ଓ କ୍ଲିନିକ୍‌ରେ ଚଢ଼ାଉ ହୋଇଛି। ଏହାସହିତ ତାଙ୍କ ପୈତୃକ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜୟନଗରରେ ମଧ୍ୟ  ରେଡ୍ ହୋଇଛି। ଖବର ଲେଖାଯିବା ସୁଦ୍ଧା ସମ୍ପତ୍ତିର ଆକଳନ କରାଯାଇ ନାହିଁ।

scbdoctor

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 11:53 AM IST

କଟକ/କେନ୍ଦ୍ରାପଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସ୍‌ସିବିର ହେମାଟୋଲୋଜି ବିଭାଗ ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି।  ରବୀନ୍ଦ୍ରଙ୍କ ଅଫିସ ସମେତ ୧୨ ଟି ସ୍ଥାନରେ ରେଡ୍ କରାଯାଇଛି।  କଟକର ସରକାରୀ ଘର, ମହାନଦୀ ବିହାର ଘର ଓ କ୍ଲିନିକ୍‌ରେ ଚଢ଼ାଉ ହୋଇଛି। ଏହାସହିତ ତାଙ୍କ ପୈତୃକ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବିଜୟନଗରରେ ମଧ୍ୟ  ରେଡ୍ ହୋଇଛି।

ଖବର ଲେଖାଯିବା ସୁଦ୍ଧା ସମ୍ପତ୍ତିର ଆକଳନ କରାଯାଇ ନାହିଁ।

Related story