ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଅବକାରୀ ଅଧୀକ୍ଷକଙ୍କ ଘର ଓ ଅଫିସ୍ ସମେତ ୮ଟି ସ୍ଥାନରେ ରେଡ୍ ଚାଲିଛି ।

ଅବକାରୀ ଅଧୀକ୍ଷକଙ୍କ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଓ ବୁର୍ଲାସ୍ଥିତ ଘରେ ଚଢ଼ାଉ କରି ଭିଜିଲାନ୍ସ  ଟିମ୍‌ ଟଙ୍କା ସମେତ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି। ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ଆହୁରି ପଢ଼ନ୍ତୁ

ସିଲ୍‌ଭର ସିଟିରେ ପୁଣି ଥରେ ସକ୍ରିୟ ହେଉଛି କି ଡି-ବ୍ରଦର୍ସ ଗ୍ୟାଙ୍ଗ?

ମରିଗଲେଣି ଭଗବାନ, ତାଙ୍କ ନାଁରେ ଟଙ୍କା ଆଣି ଖାଇଗଲେ!

୩୮ ଜଣଙ୍କ ଉପରେ ହୋଇଛି ରୁଷ କରୋନା ଟିକାର ପରୀକ୍ଷଣ, ଏମାନଙ୍କ ଉପରେ ହେବନି ପ୍ରୟୋଗ

୧୦ କୋଟି କରୋନା ଟିକା ପାଇଁ ଏହି କମ୍ପାନୀ ସହ ୧୫୦ କୋଟି ଡଲାରର ଚୁକ୍ତି କଲା ଆମେରିକା

କରୋନା ଆରୋଗ୍ୟରେ ରେକର୍ଡ: ଦିନକରେ ୫୬ ହଜାରରୁ ଅଧିକ ସୁସ୍ଥ, ୬୧ ହଜାର ଆକ୍ରାନ୍ତ

ଆରୋଗ୍ୟ ହେଲେ ୧୭୮୫ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଗିରଫ ଲକ୍ଷ୍ମୀକାନ୍ତଙ୍କ ପରିବାରକୁ ଭେଟିଲା ବିଜେପି, ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା, ରିୟା ରଖିଲେ ଏମିତି ପକ୍ଷ

ଭୁବନେଶ୍ୱରରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୯ ଲୋକାଲ୍‌ କେସ୍‌

କରୋନାରେ ଆକ୍ରାନ୍ତ ରାହତ ଇନ୍ଦୋରୀଙ୍କ ପରଲୋକ

ବେହେରାସାହି ପରେ ଚିନ୍ତା ବଢ଼ାଇଲା ଜାଲୁଆ ସାହି

ଏହି ୧୦ ରାଜ୍ୟ କରୋନାକୁ ହରାଇ ପାରିଲେ ଭାରତ ଜିତିବ ବୋଲି କହିଲେ ମୋଦି