ଖେଳ ସାରଙ୍କ ସମ୍ପତ୍ତିର ମୂଲ୍ୟ ୪.୬୭ କୋଟି ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଂଜାମ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ ଖେଳ ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଅମାପ ସଂପତ୍ତି ଠାବ କଲା ଭିଜିଲାନ୍ସ। ଦନାର୍ଦ୍ଦନଙ୍କ ୬ଟି କୋଠା, ବିପୁଳ ସୁନାଗହଣା, ଗାଡ଼ି ଠାବ କଲା ଭିଜିଲାନ୍ସ। ବ୍ରହ୍ମପୁର ଅନନ୍ତନଗରରେ ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା କୋଠା ରହିଛି। ଠିକ୍‌ ସେହିପରି ଜୟନ୍ତୀପୁରରେ ୨ଟି ୨ ମହଲା କୋଠା ଥିବା ବେଳେ ୪ଟି ଦୋକାନ ଘର ରହିଛି। ଏହାଛଡ଼ା ବ୍ରହ୍ମପୁରରେ ୭ଟି ଦୋକାନ ଘର ଥିବା […]

Vigilance

Vigilance

Manoranjan Sial
  • Published: Friday, 05 August 2022
  • Updated: 05 August 2022, 10:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଂଜାମ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ ଖେଳ ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଅମାପ ସଂପତ୍ତି ଠାବ କଲା ଭିଜିଲାନ୍ସ। ଦନାର୍ଦ୍ଦନଙ୍କ ୬ଟି କୋଠା, ବିପୁଳ ସୁନାଗହଣା, ଗାଡ଼ି ଠାବ କଲା ଭିଜିଲାନ୍ସ। ବ୍ରହ୍ମପୁର ଅନନ୍ତନଗରରେ ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା କୋଠା ରହିଛି। ଠିକ୍‌ ସେହିପରି ଜୟନ୍ତୀପୁରରେ ୨ଟି ୨ ମହଲା କୋଠା ଥିବା ବେଳେ ୪ଟି ଦୋକାନ ଘର ରହିଛି। ଏହାଛଡ଼ା ବ୍ରହ୍ମପୁରରେ ୭ଟି ଦୋକାନ ଘର ଥିବା ଗୋଟିଏ ମାର୍କେଟ କଂପ୍ଲେକ୍ସ ଠାବ ହୋଇଥିବା ଭିଜିଲାନ୍ସ ଦର୍ଶାଇଛି।

ଭିଜିଲାନ୍ସ ଆହୁରି ଦର୍ଶାଇଛି, ଖେଳ ସାରଙ୍କଠାରୁ ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା ଓ ୭୨୧ ଗ୍ରାମ ସୁନା ଗହଣା ଠାବ ହୋଇଛି। ଗୋଟିଏ କ୍ରେଟା ଓ ଗୋଟିଏ ସାଣ୍ଟ୍ରୋ କାର୍‌, ୨ଟି ବାଇକ୍ ଠାବ ହୋଇଛି। ଜୟନ୍ତୀପୁରରେ ଥିବା ଗୋଦାମରୁ ୨ଶହ ବସ୍ତା ଗୁଡ଼, ୫୦୦ ବସ୍ତା ଚିନି ଠାବ ହୋଇଛି। ମିଳିଥିବା ସମସ୍ତ ସଂପତ୍ତିର ମୂଲ୍ୟ ୪.୬୭ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କ୍ରୀଡ଼ା ଶିକ୍ଷକଙ୍କ ଘରେ ଚଢ଼ଉ ହୋଇଥିଲା। ସାର୍‌ ଜନାର୍ଦ୍ଦନଙ୍କ ନିଜ ଘର, ପୈତୃକ ଘର, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସମୁଦାୟ ୧୧ଟି ସ୍ଥାନରେ ଆଜି ସକାଳେ ଚଢ଼ଉ ହୋଇଥିଲା। ଏହି ଚଢଉ ଏବେ ମଧ୍ୟ ଚାଲିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story