ଦୁଇ ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେସିଙ୍ଗା ବ୍ଲକ ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଏବଂ ଜଳ ବିଭାଜିକା ଓଭରସିୟର୍ ପୀତବାସ ମହାକୁଡ଼ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍‌ ମଦନପୁର-ରାମପୁରରେ ଥିବା ଉଭୟ ଅଧିକାରୀଙ୍କ ଘରେ ଚଢ଼ାଉ କରିଛନ୍ତି।  

vigilace

Tapaswini Nayak
  • Published: Tuesday, 04 September 2018
  • , Updated: 04 September 2018, 07:55 AM IST

ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେସିଙ୍ଗା ବ୍ଲକ ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଏବଂ ଜଳ ବିଭାଜିକା ଓଭରସିୟର୍ ପୀତବାସ ମହାକୁଡ଼ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍‌ ମଦନପୁର-ରାମପୁରରେ ଥିବା ଉଭୟ ଅଧିକାରୀଙ୍କ ଘରେ ଚଢ଼ାଉ କରିଛନ୍ତି।

 

Related story