ଭିଜିଲାନ୍ସ ଜାଲରେ ଇଞ୍ଜିନିୟର

Ordigital Desk
  • Published: Wednesday, 30 May 2018
  • , Updated: 30 May 2018, 12:11 PM IST
<p>ଜୟପୁର(ଟି.ଗୌରି ଶଙ୍କର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ଜୟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିବ ପ୍ରସାଦ ଭୋଳଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ଶିବ ପ୍ରସାଦଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଚଢାଉ କରାଯାଇଛି। &nbsp;କଟକ ଭିଜିଲାନ୍ସ ଡିଏସପି ନିର୍ମଳ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ୭ଜଣିଆ ଟିମ୍ ଏହି ଚଢାଉ କରିଛନ୍ତି।</p> <p>&lt;a href=&quot;&quot;&gt;(image) &lt;/a&gt;କୋରାପୁଟ ଜିଲ୍ଲାର ଜୟପୁର ସବଡିଜିଜନ ଅନ୍ତର୍ଗତ କୁନ୍ଦୁରା ଅଞ୍ଚଳରେ ନିମ୍ନମାନ କାମ ହୋଇଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି।&nbsp; ଶିବ ପ୍ରସାଦ ସେଠାରେ ନିଜ ଇଚ୍ଛା ଅନୁସାରେ କାମ କରିଥିବା ମଧ୍ୟ &nbsp;ଅଭିଯୋଗ ରହିଛି।</p> <p>&amp;gt;</p>

Related story