ଭିଜିଲାନ୍ସ ଜାଲରେ ଜଳ ସେଚନ ବିଭାଗର ଦୁଇ ଅଧିକାରୀ
- Published: Tuesday, 08 May 2018
- , Updated: 08 May 2018, 10:12 AM IST
<p>ବରଗଡ଼(ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ରେତ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ରସାନନ୍ଦ ମାଝୀ ଓ ରେଙ୍ଗାଲି କେନାଲ ସବ୍ ଡିଭିଜନର ସହକାରୀ ଯନ୍ତ୍ରୀ ଘନଶ୍ୟାମ ସେଠ୍‌ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉଭୟ ଅଧିକାରୀଙ୍କ ବାସଭବନ ସହିତ ଭିନ୍ନ ଭିନ୍ନ ସ୍ଥାନରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି।</p>
<p>ଭିଜିଲାନ୍ସର ୫ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।</p>