ମିଠା ଖାଇବାକୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ

ନୀଳଗିରି(ବିଶ୍ୱମ୍ଭର ଦାସ): ମିଠା ଖାଇବାକୁ ୧୦ ହଜାର ଟଙ୍କା ଲାଞ୍ଚ! ତାହା ପୁଣି ଜଣେ ନବ ନିଯୁକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ନିଯୁକ୍ତିପତ୍ର ଦେବା ପାଇଁ। ଆଉ ଏହି ଟଙ୍କା ମାଗୁଥିଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ସିଡିପିଓ ଅଫିସ୍‌ର କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ସୁପରଭାଇଜର। ଆଜି ସୁପରଭାଇଜର ମହାଶୟ ଲାଞ୍ଚ ଟଙ୍କା ନେଉଥିଲା ବେଳେ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି। ପୂରା ଘଟଣାଟି ଏମିତି। ନରଣପୁର ଗାଁରେ ନୂତନ ଅଙ୍ଗନବାଡି କେନ୍ଦ୍ରରେ ସୀତାମଣି ଦେହୁରୀ ନିଯୁକ୍ତି ପାଇଥିଲେ। ମାତ୍ର […]

Nilagiri

Nilagiri

Manoranjan Sial
  • Published: Thursday, 30 September 2021
  • Updated: 30 September 2021, 05:22 PM IST

Sports

Latest News

ନୀଳଗିରି(ବିଶ୍ୱମ୍ଭର ଦାସ): ମିଠା ଖାଇବାକୁ ୧୦ ହଜାର ଟଙ୍କା ଲାଞ୍ଚ! ତାହା ପୁଣି ଜଣେ ନବ ନିଯୁକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ନିଯୁକ୍ତିପତ୍ର ଦେବା ପାଇଁ। ଆଉ ଏହି ଟଙ୍କା ମାଗୁଥିଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ସିଡିପିଓ ଅଫିସ୍‌ର କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ସୁପରଭାଇଜର। ଆଜି ସୁପରଭାଇଜର ମହାଶୟ ଲାଞ୍ଚ ଟଙ୍କା ନେଉଥିଲା ବେଳେ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି।

ପୂରା ଘଟଣାଟି ଏମିତି। ନରଣପୁର ଗାଁରେ ନୂତନ ଅଙ୍ଗନବାଡି କେନ୍ଦ୍ରରେ ସୀତାମଣି ଦେହୁରୀ ନିଯୁକ୍ତି ପାଇଥିଲେ। ମାତ୍ର ତାଙ୍କୁ ନିଯୁକ୍ତିପତ୍ର ଦିଆଯାଇନଥିଲା। ସୀତାମଣି ସେଥିପାଇଁ ବାରମ୍ୱାର ସିଡିପିଓ ଓ ସୁପରଭାଇଜର ସୁବର୍ଣ୍ଣ ସିଂଙ୍କୁ ଅନୁରୋଧ କରୁଥିଲେ। ମାତ୍ର ସେମାନେ ଶୁଣୁନଥିଲେ। ପରେ ମିଠା ଖାଇବାକୁ ୧୦ ହଜାର ଟଙ୍କା ମାଗିଥିଲେ ସୁପରଭାଇଜର ସୁବର୍ଣ୍ଣ ସିଂ। ସୀତାମଣି ଗରିବ ହୋଇଥିବାରୁ ଅସହାୟ ପ୍ରକାଶ କରିଥିଲେ। ମାତ୍ର ସେମାନେ ଶୁଣିନଥିଲେ।

ସୀତାମଣି ଓ ତାଙ୍କ ସ୍ୱାମୀ ଏନେଇ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସୀତାମଣି ଆଜି ଲାଞ୍ଚ ଟଙ୍କା ଦେଉଥିବା ବେଳେ ସୁପରଭାଇଜର ସୁବର୍ଣ୍ଣ ସିଂଙ୍କୁ ଧରିଛି ଭିଜିଲାନ୍ସ ଅଧିକାରୀମାନେ। ଏପରିକି ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛନ୍ତି। ପରେ ଭିଜିଲାନ୍ସ ଅଧିକାରୀମାନେ ସିଡିପିଓଙ୍କ ଅଫିସରେ ଚଢ଼ଉ କରିଥିଲେ। ଏବେ ତାଙ୍କୁ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା ଚାଲିଛି। ମିଠା ଖାଇବାକୁ ଲାଞ୍ଚ ନେଇଥିବା ଶ୍ରୀ ସିଂ କହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story