କ୍ଷତିପୂରଣ ଦାବିରେ ବିଜୁ ଏକ୍ସପ୍ରେସ୍‌ ୱେ’ ରେ ବସିଲେ ଗାଁ ଲୋକ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଶ୍ରମିକମାନଙ୍କୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ। ଏପରିକି ଶବବ୍ୟବଚ୍ଛେଦ ହୋଇପାରି ନାହିଁ। ଘଟଣା ତିନିଦିନ ବିତି ଯାଇଥିଲେ ମଧ୍ୟ କେହି କିଛି ଶୁଣୁ ନାହାନ୍ତି। ସବୁଆଡୁ ନିରାଶ ହେବା ପରେ ଆଜି ରାଜାବସା ଗାଁ ଲୋକେ କ୍ଷତିପୂରଣ ଦାବିରେ ଗଡ଼ପୋଷ ନିକଟରେ ବିଜୁ ଏକ୍ସପ୍ରେସ୍‌ ୱେ ଅବରୋଧ କରିଛନ୍ତି। ମୃତକଙ୍କ ପରିବାରର ଜଣଙ୍କୁ […]

rkl

rkl

Manoranjan Sial
  • Published: Friday, 24 January 2020
  • Updated: 24 January 2020, 04:34 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଶ୍ରମିକମାନଙ୍କୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ। ଏପରିକି ଶବବ୍ୟବଚ୍ଛେଦ ହୋଇପାରି ନାହିଁ। ଘଟଣା ତିନିଦିନ ବିତି ଯାଇଥିଲେ ମଧ୍ୟ କେହି କିଛି ଶୁଣୁ ନାହାନ୍ତି। ସବୁଆଡୁ ନିରାଶ ହେବା ପରେ ଆଜି ରାଜାବସା ଗାଁ ଲୋକେ କ୍ଷତିପୂରଣ ଦାବିରେ ଗଡ଼ପୋଷ ନିକଟରେ ବିଜୁ ଏକ୍ସପ୍ରେସ୍‌ ୱେ ଅବରୋଧ କରିଛନ୍ତି। ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଓ କ୍ଷତି ପୂରଣ ଦାବି କରିଛନ୍ତି ଗାଁ ଲୋକେ। ଏହା ଛଡା ଜିଲ୍ଲା ପ୍ରଶାସନ ଅଧିକାରୀ ଓ କାମରେ ଲଗାଇଥିବା ଠିକା କମ୍ପାନୀ ପ୍ରତିନିଧି ରାସ୍ତା ଅବରୋଧ ସ୍ଥଳକୁ ଆସି ଆଲୋଚନା କରିବାକୁ ଦାବି କରିଛନ୍ତି ଗାଁ ଲୋକେ। ବିଜୁ ଏକ୍ସପ୍ରେସ୍‌ ୱେରେ ରାସ୍ତାରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଛିଡା ହୋଇଛି। ଦୂରଦୂରାନ୍ତରୁ ଆସୁଥିବା ଲୋକେ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଗତ ୨୨ ତାରିଖ ସକାଳେ ରାଉରକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ କାର୍‌ ଭାରସାମ୍ୟ ହରାଇ ଡିଭାଡରରେ ପିଟିହୋଇ ଅପର ପାର୍ଶ୍ୱ ହାଇୱେ’ରେ କାମ କରୁଥିବା ଶ୍ରମିକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଅନ୍ୟ ୩ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଶ୍ରମିକଙ୍କ ଉପରେ ମାଡ଼ିଯାଇ କାର୍‌ଟି ଏକ ସ୍କର୍ପିଓକୁ ଧକ୍କା ଦେଇଥିଲେ। ଏବେ ମଧ୍ୟ ମେଡିକାଲ୍‌ରେ ଜଣେ ଶ୍ରମିକ ଓ କାର୍‌ରେ ଥିବା ୬ ଜଣ ଲୋକ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story