ସୋଲାର ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ବିରୋଧ, ଗାଁ ଲୋକଙ୍କ ଧାରଣା

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସୋଲାର ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଗାଁ ଲୋକଙ୍କ ଜୋରଦାର ବିରୋଧ। ପ୍ଲାଣ୍ଟ ସମ୍ପ୍ରସାରଣ ହେଲେ ଗାଁର ଗୋଚର ଓ ଜଙ୍ଗଲ ଜମି କମ୍ପାନୀ ହାତକୁ ଚାଲିଯିବ। ଗୋରୁ ଗାଈମାନେ ଖାଇବାକୁ ପାଇବେ ନାହିଁ। ଆମେ ଗାଁରେ ରହିବୁ କିପରି? ଯଥାଶୀଘ୍ର ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ବନ୍ଦ କରାଯାଉ। ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି। ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତରେ […]

Titlagarh

Titlagarh

Manoranjan Sial
  • Published: Sunday, 31 July 2022
  • Updated: 31 July 2022, 04:13 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ସୋଲାର ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ଗାଁ ଲୋକଙ୍କ ଜୋରଦାର ବିରୋଧ। ପ୍ଲାଣ୍ଟ ସମ୍ପ୍ରସାରଣ ହେଲେ ଗାଁର ଗୋଚର ଓ ଜଙ୍ଗଲ ଜମି କମ୍ପାନୀ ହାତକୁ ଚାଲିଯିବ। ଗୋରୁ ଗାଈମାନେ ଖାଇବାକୁ ପାଇବେ ନାହିଁ। ଆମେ ଗାଁରେ ରହିବୁ କିପରି? ଯଥାଶୀଘ୍ର ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟକୁ ବନ୍ଦ କରାଯାଉ। ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି।

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତରେ ଗୋଟିଏ ସୋଲାର ପ୍ଲାଣ୍ଟ ରହିଛି। ଏହି ପ୍ଲାଣ୍ଟକୁ ସମ୍ପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ କରାଯାଉଛି। ବିନା ଗ୍ରାମ ସଭାରେ ଜମି ଅଧିଗ୍ରହଣ ହେଉଥିବାରୁ ଗାଁ ଲୋକେ ବିରୋଧ କରୁଛନ୍ତି। ଏହା ନେଇ ଗାଁ ଲୋକ ଓ ପ୍ରଶାସନ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏହା ସତ୍ତ୍ୱେ ଶନିବାର କମ୍ପାନୀ କର୍ତ୍ତୃପକ୍ଷ ସମ୍ପ୍ରଦାର କାର୍ଯ୍ୟ କରୁଥିଲେ। ଯାହାକୁ ଗାଁ ଲୋକେ ବିରୋଧ କରିଥିଲେ। ଏହାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ସ୍ଥିତି ଅଣାୟତ ହେଉଥିବା ଦେଖି ଗାଁରେ ପହଞ୍ଚିଥିଲେ ଟିଟିଲାଗଡ଼ ଉପଜିଲ୍ଲାପାଳ, ଏସ୍‌ଡିପିଓ, ସଇଁନ୍ତଳା ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ। ସମସ୍ତେ ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗାଁ ଲୋକେ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଥିଲେ। ବିନା ଗ୍ରାମସଭାରେ କେମିତି ପ୍ଲାଣ୍ଟ ସମ୍ପ୍ରସାର ହେଲା ବୋଲି ପ୍ରଶ୍ନ କରିଥିଲେ।

ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଶାସନ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହାକୁ ନେଇ ଡୁଙ୍ଗୁରିପାଲି ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଗାଁର ଶତାଧିକ ମହିଳା ଓ ପୁରୁଷ ଧାରଣାରେ ବସିଛନ୍ତି। ପ୍ଲାଣ୍ଟ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ନହେଲା ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି।

ସୂଚନାରୁ ପ୍ରକାଶ, ସୋଲାର ପ୍ଲାଣ୍ଟ ପାଇଁ ୧୨୪ ହେକ୍ଟର ଗୋଚର ଜିମିକୁ କମ୍ପାନୀ ହାତକୁ ଟେକି ଦେଉଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଗ୍ରାମବାସୀ ବିରୋଧ କରୁଛନ୍ତି। ବିନା ଗ୍ରାମ ସଭାରେ ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣ କରାଯାଉଥିବା ନେଇ ସ୍ଥାନୀୟ ସରପଞ୍ଚ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ। ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନୁସାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋକ ସତ୍ୟବାନ ମହାଜନ, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର ପ୍ରମୁଖ ଗାଁକୁ ଯାଇ ଅଭିଯୋଗ ଶୁଣାଣି କରିଥିଲେ। ଗ୍ରାମବାସୀ ସୋଲାର ପ୍ଲାଣ୍ଟକୁ ବିରୋଧ କରିଥିଲା। ଗ୍ରାମବାସୀଙ୍କ ଅଜାଣତରେ ପ୍ରଶାସନ ଗୋଚର ଜମି ଆଦିତ୍ୟ ବିର୍ଲାକୁ ଟେକି ଦେଉଥିବା ଅଭିଯୋଗ କରିଥିଲେ। ସୋଲାର ପ୍ଲାଣ୍ଟ ସ୍ଥାପନ ହେଲେ ଗୋରୁ ଗାଈଙ୍କ ପାଇଁ ଖାଦ୍ୟ ଅଭାବ ଦେଖାଦେବା ସହ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଗ୍ରାମବାସୀ କିଭଳି ନିଜ ପରିବାର ଗୁଜୁରାଣ ମେଣ୍ଟାଇବେ ବୋଲି ଗାଁ ଲୋକେ ପ୍ରଶ୍ନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story