‘କାଲିଠାରୁ ବୁର୍ଲା ଭିମ୍‌ସାରରେ ହେବ କୋଭିଡ୍‌ ସାମ୍ପଲ ଟେଷ୍ଟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ବୁର୍ଲା ଭିମ୍‌ସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ପୁଲ୍‌ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ପ୍ରଥମ ପର୍ଯ୍ୟାୟରେ ଦୁଇଟି ସିଫ୍‌ଟରେ ୯୦ଟି ସାମ୍ପଲ ଟେଷ୍ଟ କରାଯିବ। ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଭିମ୍‌ସାରର ମାଇକ୍ରୋ ବାୟୋଲୋଜି ବିଭାଗରେ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ବୁର୍ଲା ଗସ୍ତ କରି ସମସ୍ତ ବିଭାଗୀୟ ମୁଖ୍ୟଙ୍କ […]

vimsar

vimsar

Manoranjan Sial
  • Published: Saturday, 18 April 2020
  • Updated: 18 April 2020, 05:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ବୁର୍ଲା ଭିମ୍‌ସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ପୁଲ୍‌ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ପ୍ରଥମ ପର୍ଯ୍ୟାୟରେ ଦୁଇଟି ସିଫ୍‌ଟରେ ୯୦ଟି ସାମ୍ପଲ ଟେଷ୍ଟ କରାଯିବ। ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଭିମ୍‌ସାରର ମାଇକ୍ରୋ ବାୟୋଲୋଜି ବିଭାଗରେ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି।

ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ବୁର୍ଲା ଗସ୍ତ କରି ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି। ଗତ ୧୫ ତାରିଖରେ ଭିମ୍‌ସାରରେ ଆରମ୍ଭ ହେବାର ଥିଲା କୋଭିଡ୍ ଟେଷ୍ଟ। କିନ୍ତୁ ବ୍ୟବସ୍ଥାଗତ ବୈଷୟିକ ତ୍ରୁଟି ଯୋଗୁଁ କିଛି ଦିନ ବିଳମ୍ବ ହୋଇଥିଲା।

ସେପଟେ ହଟସ୍ପଟ୍ ଭୁବନେଶ୍ୱରରେ ବ୍ୟାପକ ଟେଷ୍ଟ୍ ପାଇଁ ଅଭିଯାନ ଆରମ୍ଭ ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍‌।  ଆଗାମୀ ୭ ଦିନ ଭିତରେ ଭୁବନେଶ୍ୱରରେ ୫ ହଜାର କରୋନା ଟେଷ୍ଟ ହେବ ବୋଲି ଗତକାଲି ମୁଖ୍ୟ ଶାସନ ସଚିବ ଘୋଷଣା କରିବା ପରେ ଆଜିଠୁ ନମୁନା ସଂଗ୍ରହ ଆରମ୍ଭ ହୋଇଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୧୩ଟି ଟିମ୍ ଗଠନ ହୋଇଛି। ଟିମ୍‌ରେ ଡାକ୍ତର, ଶିକ୍ଷକ ଓ ପରିମଳ କର୍ମଚାରୀ ସାମିଲ ହୋଇଛନ୍ତି। ୧୩ଟି ଟିମ୍ ୨ଟି ସିଫ୍‌ଟରେ ସାମ୍ପଲ ସଂଗ୍ରହ କରିବେ। ଗୋଟିଏ ସିଫ୍‌ଟ୍‌ ସକାଳ ୮ଟାରୁ ଦିନ ୧୧ଟା ଯାଏଁ ଓ ଦ୍ୱିତୀୟ ସିଫ୍‌ଟ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story