ହୋମ୍ କ୍ୱାରେଣ୍ଟାଇନ୍ ଉଲ୍ଲଘଂନ ଅଭିଯୋଗ, ସଫେଇ ଦେଲେ ଭିନିଲ୍ କ୍ରିଷ୍ଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ନିମନ୍ତେ ସ୍ୱେଚ୍ଛାକୃତ ପଞ୍ଜିକରଣ ଓ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିବାବେଳେ କ୍ରୀଡ଼ା ନିର୍ଦ୍ଦେଶକ ତଥା ବରିଷ୍ଠ ଆଇଏଏସ୍ ଭିନିଲ୍ କ୍ରିଷ୍ଣା ଆଜି ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନ ଅବଧିକୁ ଭିନିଲ୍ କ୍ରିଷ୍ଣା ପାଳନ କରିନଥିବା ନେଇ ତାଙ୍କ ଭିଡିଓ ସନ୍ଦେଶ ଉପରେ ଆଧାରିତ ଏକ ରିପୋର୍ଟ ଗତକାଲି ‘ଓଡ଼ିଶା ରିପୋର୍ଟର’ରେ ପ୍ରକାଶିତ ହୋଇଥିଲା। ଆଇଏଏସ୍ ଭିନିଲ କ୍ରିଷ୍ଣା […]

vilil

vilil

Manoranjan Sial
  • Published: Friday, 27 March 2020
  • Updated: 27 March 2020, 10:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ନିମନ୍ତେ ସ୍ୱେଚ୍ଛାକୃତ ପଞ୍ଜିକରଣ ଓ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିବାବେଳେ କ୍ରୀଡ଼ା ନିର୍ଦ୍ଦେଶକ ତଥା ବରିଷ୍ଠ ଆଇଏଏସ୍ ଭିନିଲ୍ କ୍ରିଷ୍ଣା ଆଜି ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନ ଅବଧିକୁ ଭିନିଲ୍ କ୍ରିଷ୍ଣା ପାଳନ କରିନଥିବା ନେଇ ତାଙ୍କ ଭିଡିଓ ସନ୍ଦେଶ ଉପରେ ଆଧାରିତ ଏକ ରିପୋର୍ଟ ଗତକାଲି ‘ଓଡ଼ିଶା ରିପୋର୍ଟର’ରେ ପ୍ରକାଶିତ ହୋଇଥିଲା।

ଆଇଏଏସ୍ ଭିନିଲ କ୍ରିଷ୍ଣା ଆଜି ଅପରାହ୍ନରେ ଟ୍ୱିଟର ମାଧ୍ୟମରେ ସ୍ପଷ୍ଟୀକରଣ ରଖି କହିଛନ୍ତି, ବିଭିନ୍ନ ଦିଗରୁ ରହିଥିବା ଉଦବେଗକୁ ଦୃଷ୍ଟିରେ ରଖି ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସେ ମାର୍ଚ୍ଚ ୧୦ତାରିଖରେ ବିଦେଶରୁ ଫେରିଥିଲେ। ସରକାରଙ୍କ ବିଜ୍ଞପ୍ତି ଅନୁସାରେ ମାର୍ଚ୍ଚ ୧୬ତାରିଖରେ ନିଜକୁ ପଞ୍ଜିକୃତ କରାଇଥିଲେ। ତାଙ୍କର ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନ ଅବଧି ମାର୍ଚ୍ଚ ୨୪ତାରିଖରେ ଶେଷ ହୋଇଛି। ତା’ପରେ ସେ ଡ୍ୟୁଟିକୁ ଫେରି କୋଭିଡ-୧୯ ପରିଚାଳନାରେ ସହଯୋଗ କରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଲୋକସେବା ଭବନରେ ଭିନିଲ କ୍ରିଷ୍ଣାଙ୍କୁ ରାଜ୍ୟ ସରକାରଙ୍କ ‘ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ’ ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ସେ ମାର୍ଚ୍ଚ ୧୭ତାରିଖରେ ଏକ ଭିଡିଓ ଜାରି କରି ରାଜ୍ୟ ସରକାର ଆଡଭାଇଜରି ଅନୁସାରେ ମାର୍ଚ୍ଚ ୧୬ରୁ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଥିବା ସୂଚନା ଦେଇଥିଲେ। ତେବେ ହୋମ୍ କ୍ୱାରେଣ୍ଟାଇନ ଅବଧି ୧୪ଦିନିଆ ଥିବାବେଳେ ଶ୍ରୀ କ୍ରିଷ୍ଣା କିଭଳି ତା’ପୂର୍ବରୁ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଓ ହୋମ୍ କ୍ୱାରେଣ୍ଟାଇନ ଅବଧିକୁ ଉଲ୍ଲଘଂନ କଲେ ସେ ନେଇ ‘ଓଡ଼ିଶା ରିପୋର୍ଟର’ରେ ଗତକାଲି ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ଯାହା ଉପରେ ଶ୍ରୀ କ୍ରିଷ୍ଣା ଆଜି ସ୍ପଷ୍ଟୀକରଣ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story