ଭୋଟ ଗଣତିରେ ଜାଲିଆତି ଅଭିଯୋଗ: ବିଜେପି ଓ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ଭୋଟ ଗଣତି ବେଳେ ଶାସକ ଦଳ ସରକାରୀ କଳ ଅପବ୍ୟବହାର କରିଥିବା ଅଭିଯୋଗ କରି ଆଜି ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିଥିବା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧି ଦଳ ଭେଟିଥିଲେ। ଚୂଡାନ୍ତ ଗଣତି ବେଳେ ଶାସକ ଦଳ ସରକାରୀ […]

bjp

bjp

Rakesh Mallick
  • Published: Monday, 27 February 2017
  • Updated: 27 February 2017, 05:26 PM IST

Sports

Latest News

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ଭୋଟ ଗଣତି ବେଳେ ଶାସକ ଦଳ ସରକାରୀ କଳ ଅପବ୍ୟବହାର କରିଥିବା ଅଭିଯୋଗ କରି ଆଜି ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିଥିବା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧି ଦଳ ଭେଟିଥିଲେ।

ଚୂଡାନ୍ତ ଗଣତି ବେଳେ ଶାସକ ଦଳ ସରକାରୀ କଳ ଉପଯୋଗ କରି ଫଳାଫଳ ଓଲଟପାଲଟ କରିଥିବା ଉଭୟ ଦଳ ଅଭିଯୋଗ କରିଛନ୍ତି।

ସମୀର କହିଛନ୍ତି,“ଅନେକ ଜାଗାରେ ଭୋଟ ଗଣତିରେ ଜାଲିଆତି କରାଯାଇଛି। ବିଜୟୀ ବିଜେପି ପ୍ରାର୍ଥୀ ଚୂଡାନ୍ତ ଗଣତିରେ ପରାଜିତ ହୋଇଛନ୍ତି। କିଛି ମୁଷ୍ଠିମେୟ ସରକାରୀ କର୍ମଚାରୀଙ୍କ ଜରିଆରେ ଶାସକ ଦଳ ଏହି ଓଲଟ ପାଲଟ କରିଛନ୍ତି। ନିର୍ବାଚନରେ ନିରପେକ୍ଷତା ନେଇ ଆମେ ବିଭିନ୍ନ ପର୍ଯ୍ୟାୟରେ ଜଣାଇ ଆସିଛୁ। ରାଜ୍ୟ ନିର୍ବାଚନ କମିଶନ ଆମର କୌଣସି କଥା ଶୁଣି ନାହାନ୍ତି।”

ସେ କହିଛନ୍ତି,“ନିର୍ବାଚନୀ ହିଂସାରେ ବିଜେପିର ୪ ଜଣ କର୍ମକର୍ତ୍ତା ପ୍ରାଣବଳି ଦେଇଛନ୍ତି। ଏହାବାଦ ସାରା ରାଜ୍ୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏ ବିଷୟରେ ମଧ୍ୟ ଅବଗତ କରିଛୁ।”

ବିଜେପି ଭଳି ସମାନ ଅଭଯୋଗ ଆଣି କଂଗ୍ରେସ ପ୍ରତିନିଧି ଦଳ ମଧ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ବାହିନୀପତି କହିଛନ୍ତି,“ବିଜେଡି କର୍ମୀ ସାରା ରାଜ୍ୟରେ ଗୁଣ୍ଡାରାଜ ଚଳାଇଛନ୍ତି। ଜୟପୁରରେ ଜଣେ ସମିତିସଭ୍ୟ ୨୬ ଖଣ୍ଡ ଭୋଟ୍‌ରେ ଜିତିଥିଲେ। ହଠାତ ଗଣତି ବନ୍ଦ କରି ସେ ୧୦ ଖଣ୍ଡ ଭୋଟ୍‌ରେ ହାରିଥିବା କୁହାଯାଇଥିଲା। ବିଡିଓ ଗଣତି କରୁଥିବା ବେଳେ କିଛି ଗୁଣ୍ଡା ଗଣ୍ଡଗୋଳ କରି ଗଣତି ବନ୍ଦ କରିଦେଲେ। ଏନେଇ ସମିତିସଭ୍ୟ ଅଭିଯୋଗ କରିବା ପରେ ବିଡିଓ ଭୋଟ ଗଣତି ହେବ କି ନାହିଁ ନିର୍ବାଚନ କମିଶନଙ୍କୁ ଲେଖି ଜଣାଇଛନ୍ତି। ଏହା ଗୋଟିଏ ଘଟଣା ନୁହେଁ ସାରା ରାଜ୍ୟରେ ଶହ ଶହ ଏପରି ଘଟଣା ଘଟିଛି। ରାଜ୍ୟରେ ଏକଛତ୍ରବାଦ୍‌ ଶାସନ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story