ଶ୍ରୀମନ୍ଦିର ଭଣ୍ଡାରଘରେ ପୂର୍ବ ଭଳି ପାଣି ଗଳୁଛି

ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀମନ୍ଦିର ଭଣ୍ଡାରଘରେ ପୂର୍ବ ଭଳି ପାଣି ଗଳୁଛି । ମରାମତି ହେଉନଥିବାରୁ ବାହାର ଭଣ୍ଡାର ଘରର ଗୋଟିଏ କାନ୍ଥରୁ ପାଣି ଝରୁଛି।  ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହାର ମରାମତି କରାଯାଉନାହିଁ  । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଭଣ୍ଡାର ମେକାପ। ପୂର୍ବରୁ ପାଣିଗଳୁଥିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଥିଲା।  ଭିତର ଭଣ୍ଡାର ଘର ଯାଞ୍ଚ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ଚାବିକୁ ନେଇ ସମସ୍ୟା ଦେଖାଦେବାରୁ ଭଣ୍ଡାର ଘର […]

srimandir

Tapas Behera
  • Published: Sunday, 31 January 2021
  • , Updated: 31 January 2021, 04:20 PM IST

ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀମନ୍ଦିର ଭଣ୍ଡାରଘରେ ପୂର୍ବ ଭଳି ପାଣି ଗଳୁଛି । ମରାମତି ହେଉନଥିବାରୁ ବାହାର ଭଣ୍ଡାର ଘରର ଗୋଟିଏ କାନ୍ଥରୁ ପାଣି ଝରୁଛି।  ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହାର ମରାମତି କରାଯାଉନାହିଁ  । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଭଣ୍ଡାର ମେକାପ। ପୂର୍ବରୁ ପାଣିଗଳୁଥିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଥିଲା।  ଭିତର ଭଣ୍ଡାର ଘର ଯାଞ୍ଚ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ଚାବିକୁ ନେଇ ସମସ୍ୟା ଦେଖାଦେବାରୁ ଭଣ୍ଡାର ଘର ଖୋଲା ହୋଇପାରିନଥିଲା।

Related story