ବର୍ଷାରେ ବେହାଲ ପୁରୀ ସହର

ପୁରୀ(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ପର୍ଯ୍ୟଟନ ସହର ପୁରୀ। ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଅବିଶ୍ରାନ୍ତ ବର୍ଷାରେ ବଡ଼ଦାଣ୍ଡ ଉବୁଟୁବୁ ହୋଇଛି। ଶ୍ରୀମନ୍ଦିର ସିଂହଦ୍ୱାରରେ ପାଣି ଜମିଛି। ଭକ୍ତମାନେ ବର୍ଷା ପାଣିରେ ପଶି ମନ୍ଦିର ଭିତରକୁ ଠାକୁର ଦର୍ଶନ ପାଇଁ ଯାଉଛନ୍ତି। ସେହିପରି ସହରର ବିଭିନ୍ନ ତଳିଆ ଅଞ୍ଚଳ ସହ ବେଳଭୂମି ସଂଲଗ୍ନ ରାସ୍ତା ବି ପାଣିରେ ବୁଡ଼ି ରହିଛି। ଫଳରେ ସହର ବାସିନ୍ଦାଙ୍କ  ସମେତ ପର୍ଯ୍ୟଟକମାନେ ବି ନାହିଁ […]

puri.jpg999

puri.jpg999

Tapaswini Nayak
  • Published: Wednesday, 25 September 2019
  • Updated: 25 September 2019, 02:18 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ପର୍ଯ୍ୟଟନ ସହର ପୁରୀ। ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଅବିଶ୍ରାନ୍ତ ବର୍ଷାରେ ବଡ଼ଦାଣ୍ଡ ଉବୁଟୁବୁ ହୋଇଛି। ଶ୍ରୀମନ୍ଦିର ସିଂହଦ୍ୱାରରେ ପାଣି ଜମିଛି। ଭକ୍ତମାନେ ବର୍ଷା ପାଣିରେ ପଶି ମନ୍ଦିର ଭିତରକୁ ଠାକୁର ଦର୍ଶନ ପାଇଁ ଯାଉଛନ୍ତି।

ସେହିପରି ସହରର ବିଭିନ୍ନ ତଳିଆ ଅଞ୍ଚଳ ସହ ବେଳଭୂମି ସଂଲଗ୍ନ ରାସ୍ତା ବି ପାଣିରେ ବୁଡ଼ି ରହିଛି। ଫଳରେ ସହର ବାସିନ୍ଦାଙ୍କ  ସମେତ ପର୍ଯ୍ୟଟକମାନେ ବି ନାହିଁ ନଥିବା ହିନସ୍ତା ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story