ପାଣି ଦିଅ ନହେଲେ ଏଠୁ ଉଠିବୁନି..., ଭୋଟ୍‌ ବି ଦେବୁନି…

ଆସିକା (ମନୋଜ ମୁନୀ): ଆମର ପାଣି ଦାରକାର। ପାଣି ନମିଳିଲେ ଆମେ ଏଠୁ ଉଠିବୁନି। ଭୋଟ ବି ଦେବୁନି। ଏଭଳି କିଛି କହି ପାଣି ପାଇଁ ତାତିଲେ ମହିଳା। କଲେ ରାସ୍ତାରୋକ। ଗରା, ବାଲଟି, ମାଠିଆ ଧରି ରାସ୍ତା ଉପରେ ବସିଲେ। ଆଜି ଗଞ୍ଜାମ ଜିଲ୍ଲା ଆସିକାର ନୂଆଗାଁରେ ଶତାଧିକ ମହିଳା ଏକାଠି ହୋଇ ରାସ୍ତାରୋକ କରିଛନ୍ତି। ବର୍ଷ ବର୍ଷ ଧରି ଏଠି ପାଣି ସମସ୍ୟା ରହିଛି। ଏହି ଗାଁକୁ ନା ଆସିପାରିଲା ପାଇପ୍ ଲାଇନ୍ ନା […]

Road Protest

Road Protest

Madhupriya Mistry
  • Published: Wednesday, 22 December 2021
  • Updated: 22 December 2021, 06:24 PM IST

ଆସିକା (ମନୋଜ ମୁନୀ): ଆମର ପାଣି ଦାରକାର। ପାଣି ନମିଳିଲେ ଆମେ ଏଠୁ ଉଠିବୁନି। ଭୋଟ ବି ଦେବୁନି। ଏଭଳି କିଛି କହି ପାଣି ପାଇଁ ତାତିଲେ ମହିଳା। କଲେ ରାସ୍ତାରୋକ। ଗରା, ବାଲଟି, ମାଠିଆ ଧରି ରାସ୍ତା ଉପରେ ବସିଲେ। ଆଜି ଗଞ୍ଜାମ ଜିଲ୍ଲା ଆସିକାର ନୂଆଗାଁରେ ଶତାଧିକ ମହିଳା ଏକାଠି ହୋଇ ରାସ୍ତାରୋକ କରିଛନ୍ତି।

ବର୍ଷ ବର୍ଷ ଧରି ଏଠି ପାଣି ସମସ୍ୟା ରହିଛି। ଏହି ଗାଁକୁ ନା ଆସିପାରିଲା ପାଇପ୍ ଲାଇନ୍ ନା ପାଣି। ନାଁକୁ ମାତ୍ର ଗାଁରେ ଅଛି ନଳକୂଅ। ହେଲେ ସେଥିରେ ବି କେବେ ପାଣି ଆସୁଛି ଆଉ କେବେ ନାହିଁ। ପାଣି ପାଇଁ ଲୋକେ ଦୂର ଦୂରାନ୍ତକୁ ଯିବାକୁ ପଡ଼ୁଛି। ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଖପାଖ ଅଞ୍ଚଳରେ ପାଣିର ସୁବିଧା ଥିବା ବେଳେ ଏଠି ପାଣି ନଥିବା ଅଭିଯୋଗ କରିଛନ୍ତି ମହିଳା।water protest

ପ୍ରତି ନିର୍ବାଚନ ବେଳେ ନେତା ଏଠି ପାଣି ପାଇଁ ପ୍ରତିଶ୍ରୁତି ଦେଇ ଚାଲି ଯାଉଛନ୍ତି, ହେଲେ ପ୍ରତିଶ୍ରୁତି ପାଳନ କରାଯାଉନଥିବା ଲୋକେ ଦାବି କରିଛନ୍ତି। ଏନେଇ ଆଜି ବହୁ ସଂଖ୍ୟାରେ ଗାଁର ମହିଳା ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ।

ବାର ହଜାର ଜନସଂଖ୍ୟା ବିଶିଷ୍ଠ ଏହି ଗାଁ ରାଜ୍ୟସ୍ୱ ଗ୍ରାମର ମାନତ୍ୟ ନମିଳିବା ଅନ୍ୟ ଏକ ସମସ୍ୟାର କାରଣ ହୋଇଛି। ନୂଆଗାଁ ରାଜସ୍ୱ ଗ୍ରାମରେ ଅନ୍ତର୍ଭୂତ ହୋଇ ନଥିବାରୁ ଏଠାରେ ପାଣି ପଞ୍ଚାୟତ ଗଠନ ମଧ୍ୟ ହୋଇପାରିନି। ତେଣୁ ଖୁବଶୀଘ୍ର ଏଠି ପାଣି ପଞ୍ଚାୟତ ଗଠନ କରାଯାଉଛି ଏବଂ ପାଣି ସୁବିଧା ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି। ଯଦି ଦିନରେ ଦାବି ପୂରଣ ନହୁଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ସହ ଗାଁକୁ କୌଣସି ନେତା କିମ୍ବା ମନ୍ତ୍ରୀଙ୍କୁ ପୂରାଇ ଦେବୁନି। ଆଗକୁ ଆନ୍ଦୋଳନ ଜୋରଦାର କରିବୁ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story