ଉଦ୍ଧତ ଯୁବକର ଷଣ୍ଢ ବାହନ!

  • Published: Monday, 08 May 2023
  • , Updated: 08 May 2023, 11:56 AM IST

ଦେଖିବାକୁ ଅଜବ ଲାଗୁଥାଇ ପାରେ ହେଲେ ଦୃଶ୍ୟଟି ସତ। ଖୋଲା ରାସ୍ତାରେ ଷଣ୍ଢ ଉପରେ ବସି ମାଡ଼ି ଯାଉଛି ଏହି ଉନ୍ମତ୍ତ ଯୁବକ। ଓଁ ନମଃ ଶିବାୟ, ଜୟ ଭୋଲେନାଥର ନାରା ଦେଇ ଦୁଃସାହସିକ ଷଣ୍ଡ ରାଉଡ୍ କରୁଛି ଯୁବକ ଜଣଙ୍କ। 

Related story