ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ, ହୋଇପାରେ ସାମାନ୍ୟ ବର୍ଷା

ଭୁବନେଶ୍ୱର: ଓଡ଼ିଶାରେ  ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ସ୍ଥିତି ଆଭ୍ୟନ୍ତରୀଣ ଓଡ଼ିଶା ଓ ତାର ଆଖପାଖ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ଆକାଶ ମେଘୁଆ ରହିବା ସହିତ ସାମାନ୍ୟ ବର୍ଷା ବି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ କୁହୁଡି କମ୍ ରହିବ। ଜାନୁଆରୀ ୭ରୁ ମେଘୁଆ ପାଗ ଲାଗି ରହିବ। ତାପାମାତ୍ରାରେ ସେମିତି କିଛି ପରିବର୍ତ୍ତନ ଆସିବନି।

w

Rakesh Mallick
  • Published: Monday, 04 January 2016
  • , Updated: 04 January 2016, 02:58 AM IST

Related story