ୱେବସାଇଟ ଲଞ୍ଚ କଲେ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଜଷ୍ଟିସ

ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମ୍.ଏମ୍. କମିଶନଙ୍କ ତରଫରୁ ଏକ ୱେବସାଇଟ ଲଞ୍ଚ କରାଯାଇଛି। ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍ ଦାସ୍ ହାଇଫେନ୍ କମିଶନ୍ ଡଟ୍ ଓଆର୍ଜି ନାମରେ ଖୋଲା ଯାଇଥିବା ଏହି ୱେବ ସାଇଟରେ ଜମାକାରୀଙ୍କ ସମ୍ପର୍କୀତ ସମସ୍ତ ତଥ୍ୟ ମିଳୁଛି। କେଉଁ ଜମାକାରୀ କେଉଁ କମ୍ପାନୀରେ କେତେ ଟଙ୍କା ରଖିଥିଲେ, ସେ ସମ୍ପର୍କରେ ସମସ୍ତ ତଥ୍ୟ ଏଥିରେ ଦିଆଯାଇଛି। ଯେଉଁ ତଥ୍ୟ ସାଧାରଣ ଲୋକ ଜାଣିବା କଥା, ସେସବୁ ତଥ୍ୟ ୱେବସାଇଟରେ ଦିଆଯାଇଥିବା […]

web

web

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 04:00 PM IST

ଭୁବନେଶ୍ୱର: ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମ୍.ଏମ୍. କମିଶନଙ୍କ ତରଫରୁ ଏକ ୱେବସାଇଟ ଲଞ୍ଚ କରାଯାଇଛି। ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍ ଦାସ୍ ହାଇଫେନ୍ କମିଶନ୍ ଡଟ୍ ଓଆର୍ଜି ନାମରେ ଖୋଲା ଯାଇଥିବା ଏହି ୱେବ ସାଇଟରେ ଜମାକାରୀଙ୍କ ସମ୍ପର୍କୀତ ସମସ୍ତ ତଥ୍ୟ ମିଳୁଛି। କେଉଁ ଜମାକାରୀ କେଉଁ କମ୍ପାନୀରେ କେତେ ଟଙ୍କା ରଖିଥିଲେ, ସେ ସମ୍ପର୍କରେ ସମସ୍ତ ତଥ୍ୟ ଏଥିରେ ଦିଆଯାଇଛି। ଯେଉଁ ତଥ୍ୟ ସାଧାରଣ ଲୋକ ଜାଣିବା କଥା, ସେସବୁ ତଥ୍ୟ ୱେବସାଇଟରେ ଦିଆଯାଇଥିବା କମିଶନର ମୁଖ୍ୟ ଜଷ୍ଟିସ ମଦନମୋହନ ଦାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story