ଓଡ଼ିଶାରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ!

ଜଳେଶ୍ୱର(ଅଜିତ ଦାସ): ପର୍ଯ୍ୟଟନ ଋତୁରେ ଦୀଘା ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ମହିଳାଙ୍କୁ ଓଡ଼ିଶାରେ ଏକ ଲଜ୍‌ରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ତାଳସାରି ମେରାଇନ ଥାନା ଅଞ୍ଚଳରୁ ଆସିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ। ପଶ୍ଚିମବଙ୍ଗ ରାଜ୍ୟର ଜଣେ ମହିଳା ଗତକାଲି ଦୀଘା ବୁଲିବା ପାଇଁ ଆସିଥିଲେ। ବୁଲାବୁଲି ସାହି ଦୀଘା ରେଳ ଷ୍ଟେସନ୍‌କୁ […]

tourist-raped-in-balasore

tourist-raped-in-balasore

Manoranjan Sial
  • Published: Monday, 13 January 2020
  • Updated: 13 January 2020, 07:18 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ପର୍ଯ୍ୟଟନ ଋତୁରେ ଦୀଘା ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ମହିଳାଙ୍କୁ ଓଡ଼ିଶାରେ ଏକ ଲଜ୍‌ରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ତାଳସାରି ମେରାଇନ ଥାନା ଅଞ୍ଚଳରୁ ଆସିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

ପଶ୍ଚିମବଙ୍ଗ ରାଜ୍ୟର ଜଣେ ମହିଳା ଗତକାଲି ଦୀଘା ବୁଲିବା ପାଇଁ ଆସିଥିଲେ। ବୁଲାବୁଲି ସାହି ଦୀଘା ରେଳ ଷ୍ଟେସନ୍‌କୁ ଯାଇଥିଲେ। ରାତି ହୋଇଯାଇଥିବାରୁ ପଶ୍ଚିମବଙ୍ଗକୁ କୌଣସି ଟ୍ରେନ୍‌ ନଥିଲା। ତେଣୁ ସେ ଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। କିଛି ସମୟ ପରେ ଜଣେ ବ୍ୟକ୍ତି ତାଙ୍କୁ ରାତିରେ ନିଜ ଘରେ ଆଶ୍ରୟ ଦେବ ବୋଲି କହି ସାଥିରେ ନେଇ ଯାଇଥିଲେ। ହେଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କୁ ନିଜ ଘରକୁ ନେବା ପରିବର୍ତ୍ତେ ଏକ ଲଜ୍‌କୁ ନେଇ ଯାଇ ଦୁଷ୍କର୍ମ କରିଥିଲା।

ଆଜି ସକାଳେ ପୀଡ଼ିତା ଏନେଇ ତାଳସାରି ମେରାଇନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି। ଲଜ୍‌ର ମ୍ୟାନେଜରଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା ପୁଲିସ ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story