ଫେବ୍ରୁଆରୀ ୫ରେ ବନ୍ଦ ରହିବ ପଶ୍ଚିମ ଓଡ଼ିଶା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲିଛି। ଆଇନ୍‌ଜୀବୀମାନେ ଆନ୍ଦୋଳନରେ ସାମିଲ ହେଉଥିବାରୁ ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଉଛି। ପଶ୍ଚିମ ଓଡ଼ିଶାର ଆଇନ୍‌ଜୀବୀଙ୍କ ଏପରି ଆନ୍ଦୋଳନକୁ ବିରୋଧ କରି ବାର କାଉନ୍‌ସିଲ୍‌ ଅଫ ଇଣ୍ଡିଆକୁ ଚିଠି ଲେଖିଛି ରାଜ୍ୟ ଓକିଲ ସଂଘ। ଆନ୍ଦୋଳନ କରୁଥିବା ଆଇନ୍‌ଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓକିଲ ସଂଘ ଚିଠି ଲେଖିଛି। ତାଲିକାରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ […]

bolangir

bolangir

Manoranjan Sial
  • Published: Thursday, 23 January 2020
  • Updated: 23 January 2020, 04:57 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲିଛି। ଆଇନ୍‌ଜୀବୀମାନେ ଆନ୍ଦୋଳନରେ ସାମିଲ ହେଉଥିବାରୁ ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଉଛି। ପଶ୍ଚିମ ଓଡ଼ିଶାର ଆଇନ୍‌ଜୀବୀଙ୍କ ଏପରି ଆନ୍ଦୋଳନକୁ ବିରୋଧ କରି ବାର କାଉନ୍‌ସିଲ୍‌ ଅଫ ଇଣ୍ଡିଆକୁ ଚିଠି ଲେଖିଛି ରାଜ୍ୟ ଓକିଲ ସଂଘ। ଆନ୍ଦୋଳନ କରୁଥିବା ଆଇନ୍‌ଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓକିଲ ସଂଘ ଚିଠି ଲେଖିଛି। ତାଲିକାରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନାଁ ଉଲ୍ଲେଖ ରହିଛି। ରାଜ୍ୟ ଓକିଲ ସଂଘର ଚିଠି ପରେ ଏକଜୁଟ ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ। ଏପରିକି ରାଜ୍ୟ ଓକିଲ ସଂଘର ନିଷ୍ପତ୍ତିକୁ ବିରୋଧ କରାଯାଇଛି।

ଏହାର ପ୍ରତିବାଦରେ ଆଜି ବଲାଙ୍ଗିରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ଏକ ଜୁରରୀ ବୈଠକ ବସିଥିଲା। ଏଥିରେ ରାଜ୍ୟ ଓକିଲ ସଂଘର ପ୍ରସ୍ତାବକୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଫେବ୍ରୁଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏପରିକି ପଶ୍ଚିମ ଓଡ଼ିଶାର ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରାଯିବା ସ୍ଥିର ହୋଇଛି।

ଆଜି ବସିଥିବା ବୈଠକ ପରେ ସମ୍ବଲପୁର ଓକିଲ ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି, ବିଭାଜନ ନୀତି ଚଳିବ ନାହିଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଡିଭାଇଡ୍ ଆଣ୍ଡ ରୁଲ୍‌ ନୀତି ଛାଡ଼ନ୍ତୁ। ସରକାର ନିଷ୍ପତ୍ତି ନିଅନ୍ତୁ ପଶ୍ଚିମ ଓଡ଼ିଶାର କେଉଁଠି ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ। ଯଦି କୌଣସି ଓକିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ, ତେବେ କଠୋର ନିଷ୍ପତ୍ତି ନିଆଯିବ। ଜଣକର ଲାଇସେନ୍ସ ବାତିଲ ହେଲେ, ସମୂହ ଲାଇସେନ୍ସ ସରେଣ୍ଡର କରାଯିବ ବୋଲି କହିଛନ୍ତି ବିଜିତେନ୍ଦ୍ରୀୟ ପ୍ରଧାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story