ଲକ୍‌ଡାଉନ୍‌ ବେଳେ ଗାଡ଼ି ସିଜ୍‌କୁ ନେଇ କଣ କହିଲେ ହାଇକୋର୍ଟ? ପଢ଼ନ୍ତୁ ପୂରା ରିପୋର୍ଟ

କଟକ(ଓଡ଼ିଶା ରିପୋର୍ଟର): ‘କରୋନା’ ଲକ୍‌ଡାଉନ୍‌ ବେଳେ ଅଣ୍ଡରଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ରାୟ ଶୁଣାଇଥିଲେ। ଆଜି କୋର୍ଟ ଏହି ରାୟର ସଂଶୋଧନ କରିଛନ୍ତି। କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ଏଥିପାଇଁ ସେମାନଙ୍କୁ ତିନିଥର ଯାଏ କୋହଳ କରାଯିବ ଓ ଅଣ୍ଡରଟେକିଂ ନେଇ ଛାଡ଼ି ଦିଆଯାଇପାରିବ। ସେହିପରି ଅନ୍ୟମାନଙ୍କ କ୍ଷେତ୍ରରେ ପୂର୍ବଭଳି ଲକ୍‌ଡାଉନ୍‌ ନିର୍ଦ୍ଦେଶ ଲାଗୁ […]

highcourt-1.1

highcourt-1.1

Manoranjan Sial
  • Published: Friday, 10 April 2020
  • Updated: 10 April 2020, 03:35 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ‘କରୋନା’ ଲକ୍‌ଡାଉନ୍‌ ବେଳେ ଅଣ୍ଡରଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ରାୟ ଶୁଣାଇଥିଲେ। ଆଜି କୋର୍ଟ ଏହି ରାୟର ସଂଶୋଧନ କରିଛନ୍ତି। କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ଏଥିପାଇଁ ସେମାନଙ୍କୁ ତିନିଥର ଯାଏ କୋହଳ କରାଯିବ ଓ ଅଣ୍ଡରଟେକିଂ ନେଇ ଛାଡ଼ି ଦିଆଯାଇପାରିବ

ସେହିପରି ଅନ୍ୟମାନଙ୍କ କ୍ଷେତ୍ରରେ ପୂର୍ବଭଳି ଲକ୍‌ଡାଉନ୍‌ ନିର୍ଦ୍ଦେଶ ଲାଗୁ ହେବ। ବଜାରକୁ ଗାଡ଼ି ନେଇ ଗଲେ ଜବତ ହେବ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ। ତେବେ କୋବିଡ୍‌-୧୯ ମୁକାବିଲାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଗାଡ଼ି ନେଇକି ଯାଉଥିଲେ, ସେମାନଙ୍କ ପରିଚୟପତ୍ର ଦେଖି ଛାଡ଼ିଦେବାକୁ କୁହାଯାଇଛି।

ଗତକାଲି ହାଇକୋର୍ଟ ଦେଇଥିବା ରାୟର ପୁନଃର୍ବିଚାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଓ ଅତିରିକ୍ତ ଆଡଭୋକେଟ ଜେନେରାଲ୍‌ ଡି.କେ. ମହାନ୍ତି ଆବେଦନ କରିଥିଲେ। ଏହାର ବିଚାର କରି କୋର୍ଟ ଗତକାଲିର ରାୟରେ ସଂଶୋଧନ ଆଣିଛନ୍ତି। ଏନେଇ ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଏଜି ଯୁକ୍ତି ଉପସ୍ଥାପନ କରିଥିଲେ ଯେ, କଟକ ଓ ଭୁବନେଶ୍ୱରରେ ଭେଣ୍ଡିଂ ଜୋନ କରାଯାଇ ଗ୍ରୋସରୀ, କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଯାଉଛି। ଏଣୁ ଗତକାଲିର ରାୟରେ ସଂଶୋଧନ ଆଣିବାକୁ ପ୍ରାର୍ଥନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story