କ’ଣ ହେବ ବଜେଟ୍‌ର ରୂପରେଖ? କାଉଣ୍ଟ ଡାଉନ୍‌ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ’ଣ ହେବ ରାଜ୍ୟ ବଜେଟ୍‌ର ରୂପରେଖ? ଆର୍ଥିକ ସଙ୍କଟ ଆଡ଼େ ଗତି କରୁଥିବା ରାଜ୍ୟ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କିଭଳି ପ୍ରସ୍ତୁତ କରିବ ବଜେଟ୍? ଏନେଇ ଅର୍ଥ ବିଭାଗ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି। ୧୮ ଡିସେମ୍ବରୁ ୧୫ ଜାନୁୟାରୀ ପର୍ଯ୍ୟନ୍ତ ସାଧାରଣ ଲୋକ ଓ ବଜେଟ ସହ ସମ୍ବନ୍ଧିତ ଅନ୍ୟମାନଙ୍କ ମତାମତ ନେବ ଅର୍ଥ ବିଭାଗ। ତା’ପରେ ପ୍ରି’ବଜେଟ୍ ବୈଠକ କରି ମତାମତ ମଧ୍ୟ ସଂଗ୍ରହ କରାଯିବ। କେନ୍ଦ୍ର ସରକାର […]

budget

budget

Manoranjan Sial
  • Published: Friday, 20 December 2019
  • Updated: 20 December 2019, 08:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ’ଣ ହେବ ରାଜ୍ୟ ବଜେଟ୍‌ର ରୂପରେଖ? ଆର୍ଥିକ ସଙ୍କଟ ଆଡ଼େ ଗତି କରୁଥିବା ରାଜ୍ୟ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କିଭଳି ପ୍ରସ୍ତୁତ କରିବ ବଜେଟ୍? ଏନେଇ ଅର୍ଥ ବିଭାଗ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି। ୧୮ ଡିସେମ୍ବରୁ ୧୫ ଜାନୁୟାରୀ ପର୍ଯ୍ୟନ୍ତ ସାଧାରଣ ଲୋକ ଓ ବଜେଟ ସହ ସମ୍ବନ୍ଧିତ ଅନ୍ୟମାନଙ୍କ ମତାମତ ନେବ ଅର୍ଥ ବିଭାଗ। ତା’ପରେ ପ୍ରି’ବଜେଟ୍ ବୈଠକ କରି ମତାମତ ମଧ୍ୟ ସଂଗ୍ରହ କରାଯିବ। କେନ୍ଦ୍ର ସରକାର ଫେବୃୟାରୀ ପହିଲାରେ ବଜେଟ୍ ଉପସ୍ଥାପନ କଲା ପରେ ୧୫ ତାରିଖ ସୁଦ୍ଧା ଅର୍ଥ ବିଭାଗ ରାଜ୍ୟ ବଜେଟ୍‌ରେ ରୂପରେଖ ଚୂଡ଼ାନ୍ତ କରିବ। ପ୍ରଥମ ଥର ପାଇଁ ରାଜ୍ୟ ସରକାର ପ୍ରାୟ ମାସକ ଆଗରୁ ବଜେଟ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ଆସନ୍ତକାଲି ସୁଦ୍ଧା ପ୍ରସ୍ତାବ ଦେବାକୁ ଅର୍ଥ ବିଭାଗ ଅନ୍ୟ ବିଭାଗଙ୍କୁ କହିଛି। ବିଭାଗଗୁଡିକ ସହ ଓ୍ୱାନ୍‌ ଟୁ ଓ୍ୱାନ୍‌ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯିବ। ଆର୍ଥିକ ମାନ୍ଦାବସ୍ଥା, ରାଜ୍ୟରେ ଆର୍ଥିକ ସ୍ଥିତି ଭଲନଥିବା ଓ ବିଭିନ୍ନ ବିଭାଗର ଅର୍ଥ ଠିକ ଭାବେ ଖର୍ଚ୍ଚ ହେଉନଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ତେବେ ଏନେଇ ଅର୍ଥ ବିଭାଗ ଭିନ୍ନ ଯୁକ୍ତି ରଖିଛି।

ଏଥର ବଜେଟ୍‌ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଅର୍ଥନୈତିକ ମାନ୍ଦାବସ୍ଥା, ଋଣବୋଝ ଓ ରାଜସ୍ୱ ଆଦାୟ ସନ୍ତୋଷଜନକ ନହେବା ବଜେଟ୍‌କୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ସାମଗ୍ରିକ ଭାବେ ରାଜସ୍ୱ ଆଦାୟ ଗତ ବର୍ଷ ଅପେକ୍ଷା ୮.୫ ଅଧିକ ଥିଲେ ମଧ୍ୟ ସନ୍ତୋଷଜନକ ନୁହେଁ ବୋଲି ଅର୍ଥ ବିଭାଗ କହିଛି। ତା’ ସହ ରାଜ୍ୟର ଋଣଭାର ୮୭ ହଜାର କୋଟିରେ ପହଞ୍ଚିଛି। ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ଏକ ଲକ୍ଷ ୬ ହଜାର କୋଟିରେ ପହଞ୍ଚିବ। କେନ୍ଦ୍ର ସରକାରଙ୍କ ରାଜସ୍ୱ ଆଦାୟ କମିଥିବାରୁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପାଇବାକୁ ଥିବା ଅର୍ଥ ମଧ୍ୟ ପ୍ରଭାବିତ ହୋଇପାରେ। ବଜେଟ୍‌ ଉପରେ ଏସବୁର ପ୍ରଭାବ ପଡିପାରେ।

ରାଜ୍ୟରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ବଜେଟ୍‌ ଆକାରକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେଣୁ କେବେଳ ଫ୍ଲାଗସିପ୍‌ ସ୍କିମ୍‌ ପାଇଁ ଖର୍ଚ୍ଚ ବରାଦ କରି ଅନ୍ୟକ୍ଷେତ୍ର ପାଇଁ ସରକାର ଟୋକନ ମନି ଦେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story