ଆମ ସମ୍ପର୍କ କ୍ରାଇମବ୍ରାଞ୍ଚକୁ ଜଣା !

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ACF ସୌମ୍ୟରଂଜନ ମୃତ୍ୟୁ  ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ୧୩ ଜଣଙ୍କୁ ପଚରାଉଚରା ପରେ ଶେଷରେ ପ୍ରଶ୍ନ ଜାଲରେ ଛନ୍ଦିଛି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ । ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଥିଲା କି ଅନ୍ତରଙ୍ଗ ସମ୍ପର୍କ ? ସୌମ୍ୟଙ୍କୁ ଜାଣିଶୁଣି ନାଇଟ୍ ଡ୍ୟୁଟି ପକାଇବା ସହ ଅନ୍ୟତ୍ର ବଦଳି କରାଯାଇଥିଲା କି ? ଯେଉଁଦିନ ସୌମ୍ୟ ନିଆଁରେ ଜଳିଗଲେ ସେଦିନ ଡିଏଫ୍ଓଙ୍କ ଭୂମିକା କଣ ଥିଲା ? ଘଟଣାର ଘଣ୍ଟାଏ […]

780-1-1

780-1-1

Tapas Behera
  • Published: Saturday, 21 August 2021
  • Updated: 21 August 2021, 08:33 PM IST

Sports

Latest News

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ACF ସୌମ୍ୟରଂଜନ ମୃତ୍ୟୁ  ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ୧୩ ଜଣଙ୍କୁ ପଚରାଉଚରା ପରେ ଶେଷରେ ପ୍ରଶ୍ନ ଜାଲରେ ଛନ୍ଦିଛି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ । ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଥିଲା କି ଅନ୍ତରଙ୍ଗ ସମ୍ପର୍କ ? ସୌମ୍ୟଙ୍କୁ ଜାଣିଶୁଣି ନାଇଟ୍ ଡ୍ୟୁଟି ପକାଇବା ସହ ଅନ୍ୟତ୍ର ବଦଳି କରାଯାଇଥିଲା କି ? ଯେଉଁଦିନ ସୌମ୍ୟ ନିଆଁରେ ଜଳିଗଲେ ସେଦିନ ଡିଏଫ୍ଓଙ୍କ ଭୂମିକା କଣ ଥିଲା ? ଘଟଣାର ଘଣ୍ଟାଏ ପୂର୍ବରୁ ଡିଏଫ୍ଓଙ୍କ ଘରକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କାହିଁକି ଯାଇଥିଲେ ? ଏଭଳି ପ୍ରାୟ ୫୦ଟି ପ୍ରଶ୍ନ ପଚାରି ୩ ଘଣ୍ଟା ଧରି ତଥ୍ୟ ଉଗାଳିବାକୁ ଉଦ୍ୟମ କରିଛି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ । କିନ୍ତୁ ସବୁ ପ୍ରଶ୍ନକୁ ଡିଏଫ୍ଓ ଖଣ୍ଡନ କରିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି ।
https://youtu.be/Drge5jCO998

ତେବେ କ୍ରାଇମବ୍ରାଞ୍ଚର ଏହି ତଦନ୍ତ ଭିତରେ ଡିଏଫ୍ଓ ସଂଗ୍ରାମ କେଶରୀଙ୍କ ସତମିଛକୁ ନେଇ ଛିଡ଼ା ହୋଇଛି ବଡ଼ ପ୍ରଶ୍ନ। ତେବେ ଯେଉଁଦିନ ସୌମ୍ୟ  ନିଆଁରେ ଜଳିଯାଇଥିଲେ ଓ ମୃତ୍ୟୁକାଳୀନ ଜମାନବନ୍ଦୀ ବେଳେ ୨ଜଣ ଡାକ୍ତର ଏବଂ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାର୍ ଉପସ୍ଥିତ ଥିଲେ। ଆଉ ଖୋଦ୍ ଡିଏଫ୍ଓ ଉପସ୍ଥିତିରେ ମୃତ୍ୟୁୟକାଳୀନ ଜମାନବନ୍ଦୀ ଲେଖାଯାଉଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଆଜି ଜେରାବେଳେ ଏ ସମ୍ପର୍କିତ ପ୍ରଶ୍ନକୁ ଡିଏଫ୍ଓ ସ୍ୱୀକାର କରିଛନ୍ତି କ୍ରାଇମବ୍ରାଞ୍ଚ ଆଗରେ।  କିନ୍ତୁ ଗଣମାଧ୍ୟମକୁ କହିଛନ୍ତି ସେ ଉପସ୍ଥିତ ନଥିଲେ।

ତାସହ ଗଣମାଧ୍ୟମ ଉପରେ ଗରଗର ହୋଇ ଆଉ କିଛି କହିବେନି ବୋଲି କହି ଏଡାଇଯାଇଥିଲେ। ଗତ ସାତଦିନ ତଳୁ ତଦନ୍ତ ଭାର ହାତକୁ ନେଇ ଥିବା କ୍ରାଇମବ୍ରାଞ୍ଚ ଇତିମଧ୍ୟରେ ଡିଏଫ୍ଓଙ୍କ ସମେତ ୧୩ ଜଣଙ୍କୁ ପଚରାଉଚରା କରିସାରିଛି।  ଏବେ କେବଳ ଫୋକସରେ  ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ । ତେଣୁ ଆବଶ୍ୟକସ୍ଥଳେ ବିଦ୍ୟାଭାରତୀ ଏବଂ ଡିଏଫ୍ଓଙ୍କ ଲାଇଡିଟେକ୍ସନ କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଥିବାବେଳେ ମୃତ୍ୟୁର ଦେଢ଼ ମାସ ପରେ ବି ଜଣେ ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ଅସନ୍ତୋଷ ଝାଡ଼ିଛନ୍ତି ସୌମ୍ୟଙ୍କ ବାପା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story