ବିଜେପୁରରେ ହେବ କି ଫ୍ରେଣ୍ଡସିପ୍ ମ୍ୟାଚ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ବିଗୁଲ ବାଜିବା ପରେ ପୁଣି ପଲିଟିକାଲ୍ ହଟ୍‌ସ୍ପଟ୍ ପାଲଟୁଛି ବିଜେପୁର। କେଉଁ ଦଳ କେଉଁ ଯୋଦ୍ଧାକୁ ମୈଦାନ୍‌କୁ ଓହ୍ଲାଇବେ ତା’ ଉପରେ ତ ନଜର ରହିଛି, ହେଲେ ସବୁଠୁ ଅଧିକ ଫୋକସ୍ ବିଜେପି-ବିଜେଡି ଲଢ଼େଇକୁ ନେଇ। ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ନେଇ ଦୁଇ ଦଳ ଭିତରେ ଥିବା ବର୍ତ୍ତମାନର ମଧୁର ସଂପର୍କ ଦୃଷ୍ଟିରୁ ବିଜେପୁରରେ ହେବ କି ଫ୍ରେଣ୍ଡସିପ୍ ମ୍ୟାଚ୍ ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦୁଇ ଦଳ […]

bijepur

bijepur

Tapas Behera
  • Published: Sunday, 22 September 2019
  • Updated: 22 September 2019, 05:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ବିଗୁଲ ବାଜିବା ପରେ ପୁଣି ପଲିଟିକାଲ୍ ହଟ୍‌ସ୍ପଟ୍ ପାଲଟୁଛି ବିଜେପୁର। କେଉଁ ଦଳ କେଉଁ ଯୋଦ୍ଧାକୁ ମୈଦାନ୍‌କୁ ଓହ୍ଲାଇବେ ତା’ ଉପରେ ତ ନଜର ରହିଛି, ହେଲେ ସବୁଠୁ ଅଧିକ ଫୋକସ୍ ବିଜେପି-ବିଜେଡି ଲଢ଼େଇକୁ ନେଇ।

ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ନେଇ ଦୁଇ ଦଳ ଭିତରେ ଥିବା ବର୍ତ୍ତମାନର ମଧୁର ସଂପର୍କ ଦୃଷ୍ଟିରୁ ବିଜେପୁରରେ ହେବ କି ଫ୍ରେଣ୍ଡସିପ୍ ମ୍ୟାଚ୍ ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦୁଇ ଦଳ କିନ୍ତୁ ଆଜି ଏ ପ୍ରଶ୍ନ ଉପରେ ବିରାମ ଚିହ୍ନ ଆଙ୍କିଛନ୍ତି। ବିଜେଡି କହିଛି ସବୁ ଉପନିର୍ବାଚନକୁ ଦଳ ଗୁରୁତ୍ୱ ଦେଇ ଲଢ଼ିଛି। କାହା ସହ ବୁଝାମଣା ହୋଇନି କି ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବନି।

ଆସନ୍ତାକାଲି ଦଳର ଷ୍ଟିୟରିଂ କମିଟି ବୈଠକରେ ବିଜେପୁର ପାଇଁ ଆଗ୍ରହୀ ପ୍ରାର୍ଥୀ ସେମାନଙ୍କ ଇଚ୍ଛାବ୍ୟକ୍ତ କରିବେ ଏବଂ କାହାକୁ ପ୍ରାର୍ଥୀ କରାଯିବ ସଭାପତି ତାର ନିଷ୍ପତ୍ତି ନେବେ ବୋଲି ବିଜେଡି ନେତା ସଂଜୟ ଦାଶବର୍ମା କହିଛନ୍ତି।

ସେହିପରି ବିଜେପି ସଭାପତି ବସନ୍ତ ପଣ୍ଡା ମଧ୍ୟ କହିଛନ୍ତି ତାଙ୍କ ଦଳ କାହା ସହିତ ବନ୍ଧୁତ୍ୱପୂର୍ଣ୍ଣ ଯୁଦ୍ଧ କରେନି। ବିଜୟ ଲାଭ କରିବାକୁ ଯୁଦ୍ଧ କରେ। ତେବେ ଆସନ୍ତାକାଲି ଭିତରେ ଦଳ କେନ୍ଦ୍ରୀୟ କମିଟି ପାଖକୁ ୩ ଜଣଙ୍କ ନାଁ ପଠାଇବ ଏବଂ ପ୍ରାର୍ଥୀ କିଏ ହେବେ ଚୂଡ଼ାନ୍ତ ନିଷ୍ପତ୍ତି ଦିଲ୍ଲୀ ନେବ ବୋଲି ବସନ୍ତ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story