କରୋନା ରୋଗୀଙ୍କୁ କେଉଁ ସବୁ ଔଷଧ ଦିଆଯାଇଥାଏ, ଭାଇରାଲ ହେଉଛି ପ୍ରେସ୍‌କ୍ରିପ୍‌ସନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହାମାରୀ କରୋନାର ଏଯାଏଁ ବିଧିବଦ୍ଧ ଭାବେ କୌଣସି ମେଡିସିନ୍ ବାହାରି ନାହିଁ। ତଥାପି କରୋନାରେ ଅନେକ ପ୍ରାଣହରାଉଥିଲେ ମଧ୍ୟ ବହୁ ରୋଗୀ ସୁସ୍ଥ ହୋଇ ଫେରୁଛନ୍ତି। ତେବେ କରୋନା ପଜିଟିଭ ମାନଙ୍କୁ କେଉଁ ଔଷଧ ଦିଆଯାଏ ? ରୋଗୀମାନଙ୍କୁ କଣ ସବୁ ପରାମର୍ଶ ଦିଆଯାଏ ? ଏଥିପାଇଁ ଡାକ୍ତର ପ୍ରେସକ୍ରିସନ୍‌ରେ କେଉଁ ଔଷଧ ଲେଖନ୍ତି ? ସେନେଇ ଏକ ପ୍ରେସକ୍ରିପସନ୍‌ ଭାଇରାଲ ହେବାରେ ଲାଗିଛି। ତେବେ ଏହି ପ୍ରେସକ୍ରିସନ୍ ଭାଇରାଲ ହେବା ଏବଂ ଏଥିରେ ଉଲ୍ଲେଖ […]

909

909

Tapas Behera
  • Published: Wednesday, 29 July 2020
  • Updated: 29 July 2020, 07:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହାମାରୀ କରୋନାର ଏଯାଏଁ ବିଧିବଦ୍ଧ ଭାବେ କୌଣସି ମେଡିସିନ୍ ବାହାରି ନାହିଁ। ତଥାପି କରୋନାରେ ଅନେକ ପ୍ରାଣହରାଉଥିଲେ ମଧ୍ୟ ବହୁ ରୋଗୀ ସୁସ୍ଥ ହୋଇ ଫେରୁଛନ୍ତି। ତେବେ କରୋନା ପଜିଟିଭ ମାନଙ୍କୁ କେଉଁ ଔଷଧ ଦିଆଯାଏ ? ରୋଗୀମାନଙ୍କୁ କଣ ସବୁ ପରାମର୍ଶ ଦିଆଯାଏ ? ଏଥିପାଇଁ ଡାକ୍ତର ପ୍ରେସକ୍ରିସନ୍‌ରେ କେଉଁ ଔଷଧ ଲେଖନ୍ତି ? ସେନେଇ ଏକ ପ୍ରେସକ୍ରିପସନ୍‌ ଭାଇରାଲ ହେବାରେ ଲାଗିଛି। ତେବେ ଏହି ପ୍ରେସକ୍ରିସନ୍ ଭାଇରାଲ ହେବା ଏବଂ ଏଥିରେ ଉଲ୍ଲେଖ ଥିବା ମେଡିସିନ୍‌ରୁ ରୋଗୀମାନେ ପ୍ରକୃତରେ ଭଲ ହେଉଛନ୍ତି କି ନାହିଁ ତାହା ଅନୁସନ୍ଧାନ ସାପେକ୍ଷ। ସେହିପରି ଏହି ପ୍ରେସକ୍ରିପ୍ସନ ସତ କି ମିଛ ତାହା ମଧ୍ୟ ତଦନ୍ତ ସାପେକ୍ଷ। ତେବେ ପ୍ରେସ୍‌କ୍ରିପସନ୍‌ରେ କଣ ସବୁ ଉଲ୍ଲେଖ ଥାଏ ଜାଣନ୍ତୁ।

ଭିଟାମିନ୍-ସି( 500 ଏମ.ଜି)

ଭିଟାମିନ୍-ବି କମ୍ପ୍ଲେକ୍ସ

ଜିଙ୍କ ସଲଫେଟ୍ (20 ଏମ.ଜି)

ଜ୍ୱର, ଥଣ୍ଡା, କାଶ ହେଲେ –

ପାରାସିଟାମଲ (500ଏମ.ଜି)

ଆଜିଥ୍ରୋମାଇସିନ(500ଏମ.ଜି)

ଲିଭୋସିଟ୍ରିଜେନ (10ଏମ.ଜି)

ଡିହାଇଡ୍ରେସନ ହେଲେ-

ଓ.ଆର.ଏସ. ଗୋଟିଏ ଗ୍ଲାସ (20ଗ୍ରାମ୍)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story