ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମହାମାରୀ କରୋନାର ଏଯାଏଁ ବିଧିବଦ୍ଧ ଭାବେ କୌଣସି ମେଡିସିନ୍ ବାହାରି ନାହିଁ। ତଥାପି କରୋନାରେ ଅନେକ ପ୍ରାଣହରାଉଥିଲେ ମଧ୍ୟ ବହୁ ରୋଗୀ ସୁସ୍ଥ ହୋଇ ଫେରୁଛନ୍ତି। ତେବେ କରୋନା ପଜିଟିଭ ମାନଙ୍କୁ କେଉଁ ଔଷଧ ଦିଆଯାଏ ? ରୋଗୀମାନଙ୍କୁ କଣ ସବୁ ପରାମର୍ଶ ଦିଆଯାଏ ? ଏଥିପାଇଁ ଡାକ୍ତର ପ୍ରେସକ୍ରିସନ୍ରେ କେଉଁ ଔଷଧ ଲେଖନ୍ତି ? ସେନେଇ ଏକ ପ୍ରେସକ୍ରିପସନ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ପ୍ରେସକ୍ରିସନ୍ ଭାଇରାଲ ହେବା ଏବଂ ଏଥିରେ ଉଲ୍ଲେଖ ଥିବା ମେଡିସିନ୍ରୁ ରୋଗୀମାନେ ପ୍ରକୃତରେ ଭଲ ହେଉଛନ୍ତି କି ନାହିଁ ତାହା ଅନୁସନ୍ଧାନ ସାପେକ୍ଷ। ସେହିପରି ଏହି ପ୍ରେସକ୍ରିପ୍ସନ ସତ କି ମିଛ ତାହା ମଧ୍ୟ ତଦନ୍ତ ସାପେକ୍ଷ। ତେବେ ପ୍ରେସ୍କ୍ରିପସନ୍ରେ କଣ ସବୁ ଉଲ୍ଲେଖ ଥାଏ ଜାଣନ୍ତୁ।
ଭିଟାମିନ୍-ସି( 500 ଏମ.ଜି)
ଭିଟାମିନ୍-ବି କମ୍ପ୍ଲେକ୍ସ
ଜିଙ୍କ ସଲଫେଟ୍ (20 ଏମ.ଜି)
ଜ୍ୱର, ଥଣ୍ଡା, କାଶ ହେଲେ –
ପାରାସିଟାମଲ (500ଏମ.ଜି)
ଆଜିଥ୍ରୋମାଇସିନ(500ଏମ.ଜି)
ଲିଭୋସିଟ୍ରିଜେନ (10ଏମ.ଜି)
ଡିହାଇଡ୍ରେସନ ହେଲେ-
ଓ.ଆର.ଏସ. ଗୋଟିଏ ଗ୍ଲାସ (20ଗ୍ରାମ୍)
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Miscellaneous
ବିଏମସି ନିଷ୍ପତ୍ତି: ମୃତ ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ଓ ସୁପରଭାଇଜର ଚାକିରି
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।
Politics
ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା
ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।