ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ? ଦ୍ୱନ୍ଦ୍ୱ ଦୂର କଲେ କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କେଉଁ ଦୋକାନ କେତେବେଳେ ଖୋଲିବ? ଯାହାକୁ ସସ୍‌ପେନ୍ସ ଲାଗି ରହିଥିଲା। ଆଜି ଏହାର ଦ୍ୱନ୍ଦ୍ୱ ଦୂର କଲେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି-“ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସପିଙ୍ଗ ମଲ୍‌ ଓ ମାର୍କେଟ କଂପ୍ଲେକ୍ସ ଖୋଲିବ ନାହିଁ। ଯେଉଁଠି ଗୋଟିଏ ବିଲ୍‌ଡିଂରେ ୫ରୁ ଅଧିକ ଦୋକାନ ଥିବ ସେହି ମାର୍କେଟ କଂପ୍ଲେକ୍ସ ଖୋଲିବ ନାହିଁ। ଏକାଠି ୫ରୁ ଅଧିକ ଦୋକାନ ନଥିବା ମାର୍କେଟ […]

five-spots-along-bhubaneswar-cuttack-road-identified-as-accident-prone

Manoranjan Sial
  • Published: Thursday, 30 April 2020
  • Updated: 30 April 2020, 06:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କେଉଁ ଦୋକାନ କେତେବେଳେ ଖୋଲିବ? ଯାହାକୁ ସସ୍‌ପେନ୍ସ ଲାଗି ରହିଥିଲା। ଆଜି ଏହାର ଦ୍ୱନ୍ଦ୍ୱ ଦୂର କଲେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ସେ କହିଛନ୍ତି-“ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସପିଙ୍ଗ ମଲ୍‌ ଓ ମାର୍କେଟ କଂପ୍ଲେକ୍ସ ଖୋଲିବ ନାହିଁ। ଯେଉଁଠି ଗୋଟିଏ ବିଲ୍‌ଡିଂରେ ୫ରୁ ଅଧିକ ଦୋକାନ ଥିବ ସେହି ମାର୍କେଟ କଂପ୍ଲେକ୍ସ ଖୋଲିବ ନାହିଁ। ଏକାଠି ୫ରୁ ଅଧିକ ଦୋକାନ ନଥିବା ମାର୍କେଟ ଖୋଲି ପାରିବ। ମାର୍କେଟ କଂପ୍ଲେକ୍ସରେ ନଥିବା ଲୁଗା ଦୋକାନ ଖୋଲି ପାରିବ। ଚା, ପାନ, ଗୁଟଖା, ସେଲୁନ, ସ୍ପା, ଜିମ୍ ଓ ମସାଜ ସେଣ୍ଟର ଖୋଲିପାରିବ ନାହିଁ।”

ସେ ଆହୁରି କହିଛନ୍ତି-“ରେଷ୍ଟୁରାଣ୍ଟ ଖୋଲିବ। କିନ୍ତୁ ବସି ଖାଇ ହେବନି। ହୋମ୍ ଡେଲିଭରି ନେଇହେବ। ନିର୍ମାଣ ସାମଗ୍ରୀ ଦୋକାନ ଖୋଲିପାରିବ। ତେବେ ଏଠାରୁ ରାତିରେ ନେବା ଭଲ। ନିର୍ମାଣ ଜାଗାରେ ଶ୍ରମିକ ରହୁଥିଲେ, କାମ କରିହେବ। ବାହାରୁ ଶ୍ରମିକ ଆଣି ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ନାହିଁ। ଗୋଟିଏ ଦୋକାନରେ ଏକ ସମୟରେ ୫ ଗ୍ରାହକ ଏକାଠି ହେବା ମନା। ଛିଙ୍କ ଓ କାଶ ହେଉଥିବା ଲୋକଙ୍କୁ ଦୋକାନକୁ ଯିବାକୁ ଦେବେନି। ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତିପ୍ରାପ୍ତ ଦୋକାନ ଖୋଲିବ। ୫୦% କର୍ମଚାରୀଙ୍କୁ ନେଇ ଦୋକାନ ଖୋଲି ହେବ। ଶିଳ୍ପ ସଂସ୍ଥା ଖୋଲିବାକୁ ଚାହିଁଲେ, ଅନୁମତି ଦିଆଯାଇପାରିବ। ଲକଡାଉନ୍‌ ଥିବାରୁ ଓ ଭୁବନେଶ୍ୱର ରେଡ୍‌ ଜୋନ୍‌ ଯୋଗୁଁ କଟକଣା ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story