ଆଉ ଜଣେ ଖୋଲିଲେ ଭିତରି କଥା

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଯୁବ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ପଛରେ କିଏ ? ବିତିଲାଣି ୫୦ ଦିନ । ୩୪ ଦିନ ଧରି ପୁଲିସ ଏବଂ ୧୫ ଦିନ ଧରି କ୍ରାଇମବ୍ରାଞ୍ଚର ତନାଘନା ସତ୍ତ୍ୱେ  ଭେଦିପାରୁନି ମୃତ୍ୟୁର ରହସ୍ୟ । ଆଉ ତାହାରି ଭିତରେ ଆସିଛି ଜଣେ ପୂର୍ବତନ ରାତ୍ର ଜଗୁଆଳୀଙ୍କ ଚାଞ୍ଚଲ୍ୟକର ବୟାନ । ସେ ହେଉଛନ୍ତି ଗଙ୍ଗା ପ୍ରଧାନ । ଗତ କିଛିମାସ ତଳୁ ତାଙ୍କୁ ଚାକିରୀରୁ  ବିଦା କରାଯାଇଛି। କିନ୍ତୁ ଡ୍ୟୁଟିରେ ଥିବା […]

DFO and Bidya

DFO and Bidya

Tapas Behera
  • Published: Saturday, 04 September 2021
  • Updated: 04 September 2021, 09:17 PM IST

Sports

Latest News

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଯୁବ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ପଛରେ କିଏ ? ବିତିଲାଣି ୫୦ ଦିନ । ୩୪ ଦିନ ଧରି ପୁଲିସ ଏବଂ ୧୫ ଦିନ ଧରି କ୍ରାଇମବ୍ରାଞ୍ଚର ତନାଘନା ସତ୍ତ୍ୱେ  ଭେଦିପାରୁନି ମୃତ୍ୟୁର ରହସ୍ୟ । ଆଉ ତାହାରି ଭିତରେ ଆସିଛି ଜଣେ ପୂର୍ବତନ ରାତ୍ର ଜଗୁଆଳୀଙ୍କ ଚାଞ୍ଚଲ୍ୟକର ବୟାନ । ସେ ହେଉଛନ୍ତି ଗଙ୍ଗା ପ୍ରଧାନ ।

ଗତ କିଛିମାସ ତଳୁ ତାଙ୍କୁ ଚାକିରୀରୁ  ବିଦା କରାଯାଇଛି। କିନ୍ତୁ ଡ୍ୟୁଟିରେ ଥିବା ସମୟରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଦିନେ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ଘରକୁ ଯିବା ସେ ଦେଖିଥିବା କହିଛନ୍ତି । ତାପୁଣି  ରାତି ଅଧରେ, ଅର୍ଥାତ ରାତି ୧୨ରୁ ପ୍ରାୟ ସାଢ଼େ ୧୨ଟା ମଧ୍ୟରେ ଡିଏଫ୍ଓ ସୌମ୍ୟଙ୍କ ସରକାରୀ ବାସଭବନକୁ ଯିବା ଦେଖିଥିବା କହିଛନ୍ତି। ତେବେ ରାତି ଅଧରେ କାହିଁକି ଯାଇଥିଲେ  ଡିଏଫ୍ଓ ? ସେକଥା କିନ୍ତୁ ସେ ଜାଣିନାହାଁନ୍ତି ।

[caption id="attachment_672997" align="alignnone" width="650"] ଗଙ୍ଗା ପ୍ରଧାନ।[/caption]

ଏଲିଫ୍ୟାଣ୍ଟ ଗାର୍ଡ ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ ଗଙ୍ଗା । ପରବର୍ତ୍ତୀ ସମୟରେ ଡିଏଫ୍ଓଙ୍କ ଅଫିସ ସମେତ କ୍ୟାମ୍ପସରେ ଅସ୍ଥାୟୀ ରାତ୍ର ଜଗୁଆଳି ବନିଥିଲେ । ଏହି ସମୟରେ  ସ୍ୱାମୀ ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀ ଯେତେବେଳେ ମର୍ଣ୍ଣି ୱାକରେ ଯାଆନ୍ତି, ସେତେବେଳେ ଡିଏଫ୍ଓ ଛାତ ଉପରୁ ଅନାନ୍ତି ବୋଲି ବି କହିଛନ୍ତି ଗଙ୍ଗା । ଏସବୁ ଦେଖିଥିବାରୁ ତାଙ୍କୁ କିଛି  ମାସ ତଳେ ଚାକିରିରୁ ବାହାର କରିଦିଆଯାଇଥିବା ନେଇ ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଗଙ୍ଗା ।

ତାହେଲେ କଣ ବିଦ୍ୟାଙ୍କ ସହ ଡିଏଫ୍ଓଙ୍କ ଥିଲା ଅନ୍ତରଙ୍ଗତା ? ନା ଚାକିରିରୁ ବିଦା କରିଦିଆଗଲା ବୋଲି ଆକ୍ରୋଶ ରଖି ଗଣମାଧ୍ୟମରେ ଏଭଳି ବୟାନ ଦେଇଛନ୍ତି ଗଙ୍ଗା ?  ଗଙ୍ଗାଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି କ୍ରାଇମବ୍ରାଞ୍ଚ ? ଏଭଳି ନା ନା ପ୍ରଶ୍ନ ଉଠୁଥିବାବେଳେ ବିଦ୍ୟାଙ୍କ ସହ କୌଣସି ସମ୍ପର୍କ କଥାକୁ ଡିଏଫ୍ଓ ପୂର୍ବରୁ ଖଣ୍ଡନ କରିଥିଲେ । ହେଲେ ଅଗଷ୍ଟ ୧୪ରୁ ଆଜି ଯାଏଁ ପ୍ରାୟ ୨୦ ଦିନ ଧରି ତଦନ୍ତ କରିବା ସତ୍ତ୍ୱେ ସୌମ୍ୟଙ୍କ ମୃତ୍ୟୃ କାହିଁକି ହେଲା  କୌଣସି ସ୍ପଷ୍ଟ କରିପାରୁନି  ଏହି ତଦନ୍ତକାରୀ ସଂସ୍ଥା । ଡିଏଫ୍ଓଙ୍କ ସମେତ ବିଦ୍ୟାଭାରତୀ, ରୋଷେୟା ମନ୍ମଥ କୁମ୍ଭ, ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିବା ପାରଳାଖେମୁଣ୍ଡି ତହସିଲଦାର, ୨ ଡାକ୍ତର ଓ  ବନବିଭାଗର ପ୍ରାୟ ୮ ଜଣଙ୍କୁ ପଚରାଉଚରା ବି କରିଛି । ତଥାପି କେମିତି ମୃତ୍ୟୁ ହେଲା ? ରହସ୍ୟଭେଦି ପାରୁନି । ଯାହାକୁ ନେଇ ସୌମ୍ୟଙ୍କ ପରିବାର ପକ୍ଷର ଓକିଲ ପ୍ରଶ୍ନ ଉଠାଇବା ସହ  ନିଆଁରେ ଜଳିବା ସମୟରେ ଉପସ୍ଥିତ ଥିବା ବିଦ୍ୟାଭାରତୀଙ୍କ ସିନ୍ ରିକ୍ରିଏଟ୍ ପାଇଁ ଦାବି କରିଛନ୍ତି।

କ୍ରାଇମବ୍ରାଞ୍ଚ ଟିମ୍ ତିନିଦିନ ତଳେ ବିଦ୍ୟାଭାରତୀଙ୍କୁ ପ୍ରାୟ ୬ ଘଣ୍ଟା ଧରି ପଚରାଉଚୁରା କରି ଫେରିଥିବା ବେଳେ ବିଦ୍ୟା କଣ କହିଲେ ସେ ବିଷୟରେ ତଦନ୍ତକାରୀ ଅଧିକାରୀ  ଆଦୌ ଖୋଲିନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story