୧୦ ଲକ୍ଷ ଟଙ୍କା ଦୁର୍ନୀତି ମାମଲା; ଯନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି କିଏ?

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ପ୍ରକଳ୍ପ ହୋଇନି। କିନ୍ତୁ ଟଙ୍କା ଉଠିଲା। ଯନ୍ତ୍ରୀ ଜାଣିପାରିଲେ ନାହିଁ। ଗାଁ ଲୋକେ ପ୍ରତିବାଦ କରିବାରୁ ପ୍ରଶାସନ ଚେଇଁଲା। ଦୁର୍ନୀତି ମାମଲାର ତଦନ୍ତ କରି ପଞ୍ଚାୟତ ନିର୍ବାହି ଅଧିକାରୀ(ପିଇଓ)ଙ୍କୁ ନିଲମ୍ୱିତ କରିବା ସହିତ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ୍‌ କଲା। ହେଲେ ପ୍ରକଳ୍ପ କାର୍ଯ୍ୟ ତଦାରଖ କରୁଥିବା ଓ ଫାଇନାଲ୍‌ ବିଲ୍‌ ମଞ୍ଜୁର କରିଥିବା ଯନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେନି ବିଡିଓ। ତେଣୁ ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ […]

Water

Water

Manoranjan Sial
  • Published: Friday, 16 December 2022
  • Updated: 16 December 2022, 05:25 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ପ୍ରକଳ୍ପ ହୋଇନି। କିନ୍ତୁ ଟଙ୍କା ଉଠିଲା। ଯନ୍ତ୍ରୀ ଜାଣିପାରିଲେ ନାହିଁ। ଗାଁ ଲୋକେ ପ୍ରତିବାଦ କରିବାରୁ ପ୍ରଶାସନ ଚେଇଁଲା। ଦୁର୍ନୀତି ମାମଲାର ତଦନ୍ତ କରି ପଞ୍ଚାୟତ ନିର୍ବାହି ଅଧିକାରୀ(ପିଇଓ)ଙ୍କୁ ନିଲମ୍ୱିତ କରିବା ସହିତ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ୍‌ କଲା। ହେଲେ ପ୍ରକଳ୍ପ କାର୍ଯ୍ୟ ତଦାରଖ କରୁଥିବା ଓ ଫାଇନାଲ୍‌ ବିଲ୍‌ ମଞ୍ଜୁର କରିଥିବା ଯନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେନି ବିଡିଓ। ତେଣୁ ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ ବ୍ଲକ ପ୍ରଶାସନ କେବଳ ବିଇଓଙ୍କୁ ନିଲମ୍ବନ କରି ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି କି ବୋଲି ପ୍ରଶ୍ନ ଉଠୁଛି।

ପୂରା ଘଟଣାଟି ଏମିତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ କରୁଣ୍ଟି ପଞ୍ଚାୟତର ବଳରାମପୁର ଗାଁରେ ଚାଷ ଜମିକୁ ଯିବା ପାଇଁ ଗୋଟିଏ କଲ୍‌ଭର୍ଟ ନିର୍ମାଣ କରିବାକୁ ଗାଁ ଲୋକେ ଦାବି କରିଥିଲେ। ଗାଁ ଲୋକଙ୍କ ଦାବି ସତ୍ତ୍ୱେ ବ୍ଲକ ପ୍ରଶାସନ କଲ୍‌ଭର୍ଟ ନିର୍ମାଣ କଲାନି। ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ଲୋକେ ଯମ ଯନ୍ତ୍ରଣା ପାଉଛନ୍ତି। ହେଲେ ଦୁଃଖର ବିଷୟ କଲଭର୍ଟ ନିର୍ମାଣ ନହୋଇ ମଧ୍ୟ ଦୁଇଟି ପର୍ଯ୍ୟାୟରେ ୧ ଲକ୍ଷ ୭୦ ହଜାର ଟଙ୍କା ଉଠା ଯାଇଛି।

ଅନ୍ୟପକ୍ଷରେ ସେହି ପଞ୍ଚାୟତର ୧୨ ଗାଁକୁ ପାଇପ୍‌ ପାଣି ଯୋଗାଇ ଦେବା ପାଇଁ ପମ୍ପ ହାଉସ୍‌ ଓ ଓଭରହେଡ୍‌ ଟାଙ୍କି ନିର୍ମାଣ କରାଯାଇଛି। ହେଲେ ପାନୀୟ ଜଳ ଯୋଗାଇବା ପାଇଁ କୌଣସି ପାଇପ୍‌ ବିଛା ଯାଇନାହିଁ। ଠିକ୍‌ ସେହିଭଳି ପଶ୍ଚିମଭେଡା ଗାଁରେ କଲ୍‌ଭର୍ଟ ନିର୍ମାଣ ହୋଇନାହିଁ। କିନ୍ତୁ କୁରୁଣ୍ଟି, ଚକ୍ରଧରପୁର, ବଳରାମପୁର ଗାଁକୁ ପାଇପ୍‌ ବିଛା ଯାଇଥିବା ଓ ପଶ୍ଚିମଭେଡା ଗାଁରେ କଲ୍‌ଭର୍ଟ ନିର୍ମାଣ ହୋଇଥିବା ଦର୍ଶାଇ ଲକ୍ଷେ ୬୭ ହଜାର ଟଙ୍କା ହଡ୍‌ପ କରାଯାଇଛି।  କେବଳ ଏହି ୩ ପ୍ରକଳ୍ପ ନୁହେଁ, ପଞ୍ଚାୟରେ ୬ ପ୍ରକଳ୍ପ ହୋଇଥିବା ଦର୍ଶାଇ ସରପଞ୍ଚ, ପଞ୍ଚାୟତ ନିର୍ବାହି ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ପ୍ରମୁଖ ୧୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିଛନ୍ତି। ରାଜ୍ୟ ସରକାରଙ୍କ ଇ-ଶ୍ରମ ସ୍ୱରାଜ୍ୟ ପୋର୍ଟାଲରୁ ଏହି ତଥ୍ୟ ମିଳିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା।

କୁରୁଣ୍ଟି ପଞ୍ଚାୟତର ଲୋକମାନେ ଏନେଇ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ଏହା ପରେ ଏକ ଟିମ୍‌ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଯାହାର ପ୍ରତିବାଦରେ ପଞ୍ଚାୟତର ଲୋକମାନେ ରାଜନଗର ବ୍ଲକ ଅଫିସ୍‌ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ମାମଲାରେ ସତ୍ୟାସତ୍ୟ ଥିବା ଦର୍ଶାଇ ନିର୍ବାହୀ ଅଧିକାରୀ ମନୀନ୍ଦ୍ର କୁମାର ପ୍ରଧାନଙ୍କୁ ବିଡିଓ ନିଲମ୍ବନ କରିଥିଲେ। ଏଥିସହ ସରପଞ୍ଚ ସସ୍ମିତା ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି।  ହେଲେ ବ୍ଲକ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ସତ୍‌ଖୁନ୍‌ ମାଫ୍‌। ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସୂଚନାରୁ ପ୍ରକାଶ, ପଞ୍ଚାୟତରେ କୌଣସି ପ୍ରକଳ୍ପ ହେଲେ, ତାହାର ତଦାରଖ କରିବା ଦାୟିତ୍ୱ ଯନ୍ତ୍ରୀଙ୍କର। ପ୍ରକଳ୍ପ କାମ କେମିତି ହେଉଛି? କାମର ମାନ କେମିତି ହେଉଛି? ପ୍ରକଳ୍ପ ସରିଲା କି ନାହିଁ? ଏ ସବୁ କାମ ଯାଞ୍ଚ କରିବେ ଯନ୍ତ୍ରୀ। ଏହାଛଡ଼ା ପ୍ରକଳ୍ପର ଫାଇନାଲ୍‌ ବିଲ୍‌ ମଧ୍ୟ ଯାଞ୍ଚ କରିବେ ଯନ୍ତ୍ରୀ। ଏହା ସତ୍ତ୍ୱେ ୬ଟି ପ୍ରକଳ୍ପ ନହୋଇ ଗୋଟିଏ ପଞ୍ଚାୟତରେ ୧୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ହୋଇଛି। ଏଥିପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଯଦି ଦଣ୍ଡିତ କରାଯାଉଛି, ତା’ହେଲେ ଯନ୍ତ୍ରୀଙ୍କୁ କାହିଁକି ନୁହେଁ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story