ପରିବା ଦର ବଢ଼ିବା ପାଇଁ କିଏ ଦାୟୀ ?

ମୌସୁମୀ ବର୍ଷା ଆରମ୍ଭ ପରେ ପରିବା ବଜାରରେ ଡ଼କ ପଡ଼ିଛି। ପ୍ରାୟ ସବୁ ପରିବା କିଲୋ ପିଛା ୬୦ ରୁ ୭୦ ଟଙ୍କା ଉପରେ ରହିଛି। ପ୍ରବଳ ଖରା ପରେ ପରେ ପ୍ରବଳ ବର୍ଷା ଯୋଗୁଁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି।

Manoj Swain
  • Published: Saturday, 01 July 2023
  • Updated: 01 July 2023, 04:12 PM IST

Sports

Latest News

ମୌସୁମୀ ବର୍ଷା ଆରମ୍ଭ ପରେ ପରିବା ବଜାରରେ ଚଡ଼କ ପଡ଼ିଛି। ପ୍ରାୟ ସବୁ ପରିବା କିଲୋ ପିଛା ୬୦ ରୁ ୮୦ ଟଙ୍କା ଉପରେ ରହିଛି। ପ୍ରବଳ ଖରା ପରେ ପରେ ପ୍ରବଳ ବର୍ଷା ଯୋଗୁଁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ଲଙ୍କା, ଟମାଟୋ, ପୋଟଳ, ଜହ୍ନି କଲରା ଓ ବାଇଗଣ କିଆରିରେ ପାଣି ଜମି ରହିବାରୁ ଗଛ ନଷ୍ଟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos