ରଥ ଉପରେ କିଏ ସେଇ ସେବାୟତ ?

ଭୁବନେଶ୍ୱର:ପୁରୀ ରଥଯାତ୍ରାରେ ସାମିଲ ହୋଇଛନ୍ତି ଅଣସେବାୟତ। ସେବାୟତ ବେଶ ସହ ବେକରେ ପରିଚୟ ପତ୍ର ପକେଇ ରଥ ଉପରେ ଏହି ଅଣସେବାୟତଙ୍କୁ ଦେଖିବାକୁ ମିଳିଛି। ଅଣସେବାୟତ ଜଣକ ନିଜର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବା ପରେ ତଦନ୍ତ ଦାବି କରିଛନ୍ତି ସଂହାରୀ ସେବକ ଓ ଭୋଇ ସେବକ। ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଶିଘ୍ର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି […]

sebayat-1

sebayat-1

Tapas Behera
  • Published: Sunday, 05 July 2020
  • Updated: 05 July 2020, 07:21 PM IST

Sports

Latest News

ଭୁବନେଶ୍ୱର:ପୁରୀ ରଥଯାତ୍ରାରେ ସାମିଲ ହୋଇଛନ୍ତି ଅଣସେବାୟତ। ସେବାୟତ ବେଶ ସହ ବେକରେ ପରିଚୟ ପତ୍ର ପକେଇ ରଥ ଉପରେ ଏହି ଅଣସେବାୟତଙ୍କୁ ଦେଖିବାକୁ ମିଳିଛି। ଅଣସେବାୟତ ଜଣକ ନିଜର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବା ପରେ ତଦନ୍ତ ଦାବି କରିଛନ୍ତି ସଂହାରୀ ସେବକ ଓ ଭୋଇ ସେବକ।

ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଶିଘ୍ର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ସେବକ ଗୋଷ୍ଠୀ। କୋଭିଡ୍ ଟେଷ୍ଟ ନହୋଇ ରଥ ଉପରେ ଚଢ଼ିବା ବାରଣ ଥିବା ବେଳେ ଅଣସେବାୟତ ଜଣକ ରଥ ଉପରକୁ କିପରି ଗଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏ ନେଇ ପ୍ରଶାସନର କୌଣସି ପତିକ୍ରିୟା ମିଳିପରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos