ସୂଚନା ଅଧିକାର କର୍ମୀଙ୍କ ହତ୍ୟା ଯୋଜନାବଦ୍ଧ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇସ୍ଥିତ ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ହତ୍ୟା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ପିସିସିର ୭ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ମୃତ ରଞ୍ଜନ ଦାସଙ୍କ ପରିବାରକୁ ଭେଟିବା ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ଘଟଣାସ୍ଥଳର ପାରିପାଶ୍ୱିର୍କ ସ୍ଥିତି,ସାଧାରଣ ଜନତାଙ୍କ ପ୍ରତିକ୍ରିୟା ଓ ସୂଚନା ଅଧିକାରରେ ତଥ୍ୟ ମାଗିବା […]

congress-1-1

congress-1-1

Manoranjan Sial
  • Published: Saturday, 08 February 2020
  • Updated: 08 February 2020, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇସ୍ଥିତ ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ହତ୍ୟା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ପିସିସିର ୭ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ମୃତ ରଞ୍ଜନ ଦାସଙ୍କ ପରିବାରକୁ ଭେଟିବା ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ଘଟଣାସ୍ଥଳର ପାରିପାଶ୍ୱିର୍କ ସ୍ଥିତି,ସାଧାରଣ ଜନତାଙ୍କ ପ୍ରତିକ୍ରିୟା ଓ ସୂଚନା ଅଧିକାରରେ ତଥ୍ୟ ମାଗିବା ଯୋଗୁ ସରକାରୀ ଦଳ ରାଜନେତା ଓ ସରକାରୀ କର୍ମଚାରୀ ଅତ୍ୟନ୍ତ ଚାପରେ ଥିଲେ। ତେଣୁ ରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅନୁସନ୍ଧାନକାରୀ ଟିମର ପ୍ରତିନିଧି ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଘଟଣାସ୍ଥଳକୁ ଯାଇଥିବା ପିସିସିର ଏହି ଟିମର ସଦସ୍ୟ କଂଗ୍ରେସ ନେତା ଜିନେଶ ଦାସ କହିଛନ୍ତି ଯେ ରାଜ୍ୟରେ ବିଭିନ୍ନ ସମସ୍ୟା ଓ ଅଧିକାର ପାଇଁ ଲଢ଼ୁଥିବା କର୍ମୀମାନଙ୍କୁ ସୁରକ୍ଷା ଦେବା ପାଇଁ ଆଇନ ଆସିବା ଉଚିତ୍। ସେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିବା ସହ ଆସନ୍ତା ସପ୍ତାହରେ କଂଗ୍ରେସ ପ୍ରତିନିଧି ଦଳ ଏହି ଘଟଣାରେ ପୁଲିସ ଡିଜିଙ୍କୁ ଭେଟିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଟିମରେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚିନ୍ମୟ ବେହୁରିଆ,ଅମିତା ବିଶ୍ୱାଳ, ବିଭ୍ରାସୁ ଲେଙ୍କା, ଦୀପକ ମହାପାତ୍ର, ପ୍ରଫୁଲ୍ଲ ଦାସ, ଉମେଶ ପାଢ଼ୀ, ବିଷ୍ଣୁପ୍ରିୟା ଚାନ୍ଦ, ସଞ୍ଜୟ ରାଉତ, ମୀର ମୁରଶିଦ୍ , ପ୍ରମୋଦ ସ୍ୱାଇଁ ଓ ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story