କେତେ ଝିଅ ତାଙ୍କୁ ନେଇ ସ୍ୱପ୍ନ ଦେଖୁଥିଲେ , କିନ୍ତୁ ସେ ମୋ ହାତ ଧରିଥିଲେ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁନିଆ ଜାଣିଛି ଆମ ଭଲ ପାଇବା କଣ। ସେମିତିକା ଭଲ ପାଇବା ମୋତେ କେଇ କେବେ ଦେଇପାରିବେନି। କେତେ କେତେ ଝିଅ ତାଙ୍କୁ ନେଇ ସ୍ୱପ୍ନ ଦେଖୁଥିଲେ । କିନ୍ତୁ ସେ ମୋ ହାତ ଧରିଥିଲେ। ସେଥିପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଥିଲି। ଏହା କହିଛନ୍ତି ନବ ବିବାହିତ ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ । ସ୍ୱାମୀକୁ ହରାଇ ଭାଙ୍ଗିପଡ଼ିଥିବା ତାଙ୍କ ପତ୍ନୀ ଏହି କେଇପଦ କହିବା ବେଳେ ତାଙ୍କ […]

980

980

Tapas Behera
  • Published: Tuesday, 07 July 2020
  • Updated: 07 July 2020, 05:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁନିଆ ଜାଣିଛି ଆମ ଭଲ ପାଇବା କଣ। ସେମିତିକା ଭଲ ପାଇବା ମୋତେ କେଇ କେବେ ଦେଇପାରିବେନି। କେତେ କେତେ ଝିଅ ତାଙ୍କୁ ନେଇ ସ୍ୱପ୍ନ ଦେଖୁଥିଲେ । କିନ୍ତୁ ସେ ମୋ ହାତ ଧରିଥିଲେ। ସେଥିପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଥିଲି। ଏହା କହିଛନ୍ତି ନବ ବିବାହିତ ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ । ସ୍ୱାମୀକୁ ହରାଇ ଭାଙ୍ଗିପଡ଼ିଥିବା ତାଙ୍କ ପତ୍ନୀ ଏହି କେଇପଦ କହିବା ବେଳେ ତାଙ୍କ ଆଖିରୁ ଝରି ଯାଉଥିଲା ଧାର ଧାର ଲୁହ। ଆଉ କୋହକୁ ସମ୍ଭାଳିପାରୁ ନଥିଲେ ସେ । ସେ କହିଛନ୍ତି ଯେ, ତାଙ୍କର କେମିତି ମୃତ୍ୟୁ ଘଟିଲା ଆମେ କିଛି ଜାଣିନୁ। ଆମେ ନିଜେ ବି ଆଶ୍ଚର୍ଯ୍ୟ। ଖାଲି କହୁଥିଲେ ମୋତେ ଡର ଲାଗୁଛି। ହେଲେ ଗତକାଲି ସେ ମୋତେ ବହୁତ ଭଲ ପାଇଲେ। ମୋ ମୁଣ୍ଡ ଆଉଁସି ଖୁଆଇ ଦେଲେ। ଆମେ ଦୁହେଁ ସାଙ୍ଗ ହୋଇ ଖାଇବାକୁ ବି  ଯାଇଥିଲେ। ତେବେ ତାଙ୍କର ମୃତ୍ୟୁର କାରଣ ସେ ଜାଣିନାହାନ୍ତି ବୋଲି କହିଛନ୍ତି।

https://youtu.be/-yDApkrWfIY

ସୂଚନା ଅନୁଯାୟୀ ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କର ଆଜି ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ମୃତଦେହ ଉଦ୍ଧାର ହୋଇଛି। ଗତମାସ ୯ ତାରିଖରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ଲାଗି ରହିଛି ସସପେନ୍ସ  । ରେଲୱେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଦିତ୍ୟଙ୍କୁ ଜାଣିଥିବା ଲୋକେ ଓ ତାଙ୍କ ଫଲୋୟର୍ ହଠାତ୍ ଏଭଳି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି । ଆତ୍ମହତ୍ୟା ବିରୋଧରେ ସୋଶାଲ ମିଡିଆରେ ମୋଟିଭେସନାଲ ସ୍ପିଚ୍ ଦେଉଥିବା ଆଦିତ୍ୟ ଏତେଶୀଘ୍ର ଚାଲିଯିବେ ବୋଲି ବିଶ୍ୱାସ କରିପାରୁ ନାହାନ୍ତି। ତାଙ୍କ ସହ ମିଶୁଥିବା ଲୋକେ ତେବେ ଗତ କିଛି ଦିନ ହେଲା ସେ ଖୁବ୍ ଭୟଭୀତ ରହୁଥିଲେ ବୋଲି ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି ।

ଏତେ ଡରୁଥିଲେ ଯେ, ଘର ତଳକୁ ଗେଟ୍ ବନ୍ଦ କରିବାକୁ ବି ଯାଉନଥିଲେ। ରାତିରେ ବାଥରୁମ୍ ଗଲେ ତାଙ୍କୁ ଡାକୁଥିଲେ ବୋଲି ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି । ରାତିରେ ଆଦିତ୍ୟଙ୍କ ସହ ପାଟିତୁଣ୍ଡ ହୋଇଥିବା ଅଭିଯୋଗକୁ ପତ୍ନୀ ଅସ୍ୱୀକାର କରିଛନ୍ତି । ସୋଶାଲ ମିଡିଆ ପାଇଁ ନୂଆ ଭିଡିଓ କରିବାକୁ ସେ ତିନି ତଳେ ଲଣ୍ଡା ହୋଇ ଯାଇଥିଲେ ବୋଲି ବିଦ୍ୟାଶ୍ରୀ କହିଛନ୍ତି । ଆଦିତ୍ୟ ମାନବବାଦୀ ଭାବେ ବେଶ୍ ଜଣାଶୁଣା । ସୁନ୍ଦରପଦାରେ ଗୋଟିଏ ବୃଦ୍ଧାଶ୍ରମ କରିଥିବାବେଳେ ପିପୁଲ ଫର୍ ସେବା ନାଁରେ ଗୋଟିଏ ସଂଗଠନ କରିଥିଲେ ଆଦିତ୍ୟ। ସୋଶାଲ୍ ମିଡିଆରେ ଆଦିତ୍ୟଙ୍କ ଶହ ଶହ ଫଲୋୟର ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story