ରାଜ୍ୟ ରାଜନୀତିରେ ହେବ କି ପଟ୍ଟ ପରିବର୍ତ୍ତନ?

  • Published: Tuesday, 09 May 2023
  • , Updated: 09 May 2023, 03:08 PM IST

ମେଳି ବାନ୍ଧୁଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ। ନୂଆ ରାଜନୈତିକ ସମୀକରଣ ପାଇଁ ପଡ଼ିଲା ମୂଳଦୁଆ। ନୂଆ ରୂପ, ନୂଆ ବିଚାରରେ ଆସିବ କି କଂଗ୍ରେସ? ଏଭଳି ଏକ ପରିକଳ୍ପନା ରାଜ୍ୟ କଂଗ୍ରେସରେ ଆରମ୍ଭ ହୋଇଛି କି? କଂଗ୍ରେସରେ ଏକ ନୂଆ ଯୁଗ ଆରମ୍ଭ କରିବାକୁ ଜୟଦେବ ଭବନରେ ଖୋଲା ମଞ୍ଚରେ ଏକ କସରତ ଏନେଇ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଓଡ଼ିଶା ରାଜନୀତିରେ ଜାନକୀ ଓ ବସନ୍ତଙ୍କ ଯୋଡ଼ିକୁ ସ୍ୱର୍ଣ୍ଣିମ ସମୟ ବୋଲି ଧରାଯାଏ। ସେହି ଦିନକୁ ମନେ ପକାଇବାକୁ ଯାଇ ଏକାଠି ହୋଇଥିଲେ ଉଭୟ ନେତାଙ୍କ କିଛି ଅନୁଗତ। 

Related story