ବାପାର ଏହି କାମକୁ ସହି ପାରିଲାନି ଝିଅ, ହାଣି ଦେଲା

ବାରିପଦା (ଓଡ଼ିଶା ରିପୋର୍ଟର): ବାପାକୁ କଟୁରୀରେ ହାଣିଲା ଝିଅ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁ କୋଣ ସାହିରେ। ମାଆକୁ ବାପା ପିଟୁଥିବା ଦେଖି ଝିଅ ଉତ୍ତ୍ୟକ୍ତ ହୋଇ ତାଙ୍କୁ ହାଣି ପକାଇଥିଲା। ବାପାକୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

murder

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 09:31 PM IST

Related story