ରୋଡ୍‌ ରୋମିଓକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ମହିଳା

ବାରିପଦା(ମାଣିକ ଲାଲ୍ ପାଣି): ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ୍‌ ମାରିବାରୁ ବିଚ୍‌ ରାସ୍ତାରେ ଛେଚା ଖାଇଲା ଜଣେ ରୋଡ୍‌ ରୋମିଓ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଗାନ୍ଧି ପାର୍କ ଅଞ୍ଚଳରେ। ଗତକାଲି ସନ୍ଧ୍ୟାରେ ଜଣେ ମହିଳା ତାଙ୍କ ପିଲାଙ୍କ ସହ ବୁଲୁଥିବା ବେଳେ ଚାରି ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ଲାଇବ୍ରେରୀ ଛକ ଠାରେ ଯୁବକମାନେ ତାଙ୍କୁ କମେଣ୍ଟ୍‌ ମାରିଥିଲେ। ଏହାପରେ ମହିଳା ଜଣକ ଯୁବକମାନଙ୍କୁ ତାଗିଦ୍‌ କରିବା ସହ […]

accused

accused

Jitendra Garnayak
  • Published: Monday, 01 October 2018
  • Updated: 01 October 2018, 09:07 AM IST

Sports

Latest News

ବାରିପଦା(ମାଣିକ ଲାଲ୍ ପାଣି): ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ୍‌ ମାରିବାରୁ ବିଚ୍‌ ରାସ୍ତାରେ ଛେଚା ଖାଇଲା ଜଣେ ରୋଡ୍‌ ରୋମିଓ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଗାନ୍ଧି ପାର୍କ ଅଞ୍ଚଳରେ।

ଗତକାଲି ସନ୍ଧ୍ୟାରେ ଜଣେ ମହିଳା ତାଙ୍କ ପିଲାଙ୍କ ସହ ବୁଲୁଥିବା ବେଳେ ଚାରି ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ଲାଇବ୍ରେରୀ ଛକ ଠାରେ ଯୁବକମାନେ ତାଙ୍କୁ କମେଣ୍ଟ୍‌ ମାରିଥିଲେ। ଏହାପରେ ମହିଳା ଜଣକ ଯୁବକମାନଙ୍କୁ ତାଗିଦ୍‌ କରିବା ସହ ଜଣେ ଯୁବକଙ୍କୁ

ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଆଉ ତିନି ଯୁବକ ସେଠାରୁ ଫେରାର୍‌ ହୋଇଯାଇଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇ ଯାଇଛି। ଉକ୍ତ ଯୁବକଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story